ISKCON Declines Gajapati's Appeal: ଗଜପତିଙ୍କ ଅପିଲକୁ ଇସ୍କନର ପ୍ରତ୍ୟାଖ୍ୟାନ, ଇ-ମେଲରେ ଆସିଲା ଉତ୍ତର
ଗଜପତିଙ୍କ ଅପିଲକୁ ଇସ୍କନର ପ୍ରତ୍ୟାଖ୍ୟାନ। ଦେଶ ବିଦେଶରେ ଇସ୍କନର ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ଗଜପତି ମହାରାଜାଙ୍କ ଅପିଲକୁ ପ୍ରତ୍ୟାଖ୍ୟାନ କଲା ଇସ୍କନ। ଅ-ତିଥିରେ ରଥ ଓ ସ୍ନାନଯାତ୍ରା ବନ୍ଦ ନିବେଦନ କରିଥିଲେ ଗଜପତି ମହାରାଜା। ଏ ନେଇ ଗତ ୪ ତାରିଖରେ ଗଜପତିଙ୍କ ପକ୍ଷରୁ ଲେଖା ଯାଇଥିଲା ଚିଠି।
ଜୁଲାଇ ୭ରେ ଗଜପତିଙ୍କୁ ଇ-ମେଲରେ ଉତ୍ତର ପଠାଇଛି ଇସ୍କନ୍। ଇସ୍କନର ଅଧ୍ୟକ୍ଷ ଶ୍ରୀ ମଧୁସେବିତ ଦାସ ଉତ୍ତର ପଠାଇ ଲେଖିଛନ୍ତି ଯେ ଆମେ ସମ୍ମାନର ସହିତ ଆଲୋଚନାରୁ ଓହରୁଛୁ। ଇସ୍କନ ମୋର ଅନୁରୋଧକୁ ଦୃଢ଼ତାର ସହ ପ୍ରତ୍ୟାଖ୍ୟାନ କରିଛି ବୋଲି ଗଜପତି କହିଛନ୍ତି।
ଗଜପତିଙ୍କ ଅପିଲକୁ ଇସ୍କନର ପ୍ରତ୍ୟାଖ୍ୟାନ
ଦେଶ ବିଦେଶରେ ଇସ୍କନର ଅଦିନିଆ ରଥଯାତ୍ରା ପ୍ରସଙ୍ଗ
ଗଜପତି ମହାରାଜାଙ୍କ ଅପିଲକୁ ପ୍ରତ୍ୟାଖ୍ୟାନ କଲା ଇସ୍କନ
ଅ-ତିଥିରେ ରଥ ଓ ସ୍ନାନଯାତ୍ରା ବନ୍ଦ ନିବେଦନ ଗଜପତି
ଗତ୪ ତାରିଖରେ ଗଜପତିଙ୍କ ପକ୍ଷରୁ ଲେଖା ଯାଇଥିଲା ଚିଠି
ଜୁଲାଇ ୭ରେ ଗଜପତିଙ୍କୁ ଇ-ମେଲରେ ଉତ୍ତର ପଠାଇଛି ଇସ୍କନ୍
ଇସ୍କନର ଅଧ୍ୟକ୍ଷ ଶ୍ରୀ ମଧୁସେବିତ ଦାସ ଉତ୍ତର ପଠାଇଛନ୍ତି
ସମ୍ମାନର ସହିତ ଆଲୋଚନାରୁ ଓହରୁଛୁ କହିଲା ଇସ୍କନ
ଅନୁରୋଧକୁ ଦୃଢ଼ତାର ସହ ପ୍ରତ୍ୟାଖ୍ୟାନ କରିଛି ଇସ୍କନ: ଗଜପତି
ଆଲୋଚନାରୁ ସବୁଦିନ ପାଇଁ ଓହରିଯିବାକୁ କହିଲା ଇସ୍କନ
ଇସ୍କନର ଉତ୍ତର ନେଇ ସୂଚନା ଦେଲେ ଗଜପତି ମହାରାଜା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।