IPS: ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ: ଯୌନ ନିର୍ଯାତନା ଅଭିଯୋଗ ପରେ ବଦଳିଲେ ଜେଲ ଡିଜି ସୁଶାନ୍ତ ନାଥ

Nov 01, 2026 - 13:09
IPS: ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ: ଯୌନ ନିର୍ଯାତନା ଅଭିଯୋଗ ପରେ ବଦଳିଲେ ଜେଲ ଡିଜି ସୁଶାନ୍ତ ନାଥ

ଭୁବନେଶ୍ବର: ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ ।

ମୋଟ୍ ୯ ଜଣ ଆଇପିଏସ୍ ଅଧିକାରୀଙ୍କୁ ବଦଳି କରାଯାଇଛି।

ଗୃହ ବିଭାଗର OSD ହେଲେ ପୂର୍ବରୁ ଜେଲ ଡିଜି ଥିବା ସୁଶାନ୍ତ ନାଥ।

ସୁଶାନ୍ତ ନାଥଙ୍କ ନାଆଁରେ ଯୌନ ନିର୍ଯାତନା ଅଭିଯୋଗ ପରେ ବଡ଼ ଆକ୍ସନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର।

ସୁଶାନ୍ତଙ୍କ ଜାଗ‌ାରେ ଆଇପିଏସ୍ ସନ୍ତୋଷ ବାଲାଙ୍କୁ ଜେଲ ବିଭାଗ ଏଡିଜି ଦାୟିତ୍ବ ଦିଆଯାଇଛି।

Advertisment ତପନ ନାରାୟଣ ରଥ ଏସ୍ ପି ନୂଆପଡ଼ା ଏଣେ ଅମିତାଭ ଠାକୁରଙ୍କୁ ପରିବହନ କମିସନର୍, କଟକ ଭାବେ ବଦଳି କରାଯାଇଛି ।

ତେଣେ ରାଜେଶ କୁମାର ଗୃହ ବିଭାଗର ସ୍ବତନ୍ତ୍ର ସଚିବ, ସାରା ଶର୍ମାଙ୍କୁ ଡିଆଇଜି ଭିଜିଲାନ୍ସ,, ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ରଙ୍କୁ ଏଆଇଜି, ରାଜ୍ୟ ମୁଖ୍ୟାଳୟ ,କଟକ, ଅମ୍ରିତ ପାଲ ସିଂ ଏସପି ରାଜ୍ୟ ମୁଖ୍ୟାଳୟ ,କଟକ ଭାବେ ବଦଳି କରାଯାଇଛି।

ଠିକ୍ ସେହିପରି ସୋନାଲି ସିଂହ ପରମାରଙ୍କୁ ଏସପି ଝାରସୁଗୁଡ଼ା ଓ ତପନ ନାରାୟଣ ରଥଙ୍କୁ ଏସ୍ ପି ନୂଆପଡ଼ା ଦାୟିତ୍ବ ଦିଆଯାଇଛି।

Vigilance Arrested: ରେଡ୍‌କ୍ରସ୍‌ ପାଣ୍ଠିର ୮.୬୩ ଲକ୍ଷ ଟଙ୍କା ଆତ୍ମସାତ୍‌ ଅଭିଯୋଗ, ଛତ୍ରପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟର ପୂର୍ବତନ ବରିଷ୍ଠ ରାଜସ୍ୱ ସହାୟକ ଗିରଫ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)