Indra Dam ଇନ୍ଦ୍ର ନଦୀବନ୍ଧରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ, ଖୋଲିଲା ୫ ନମ୍ବର ଗେଟ୍
"ନୂଆପଡ଼ା: ନୂଆପଡ଼ା ଜିଲ୍ଲା ତିଖାଳି ନିମ୍ନ ଇନ୍ଦ୍ର ଜଳ ସେଚନ ପ୍ରକଳ୍ପରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସିତ ହୋଇଛି।Advertisment Rath Yatra: ନୂଆପଡ଼ାରେ ମହାସମାରୋରେ ରଥଯାତ୍ରା ପାଳିତ ତିଖାଲି ଇନ୍ଦ୍ର ଜଳସେଚ ପ୍ରକଳ୍ପର ଜଳ ଧାରଣ କ୍ଷମତା ୨୬୫ ମିଟର ଅଟେ।
ବର୍ତ୍ତମାନ ଜଳଭଣ୍ଡାରରେ ୨୬୩.୫୫ ମିଟର ଜଳ ରହିଅଛି।
ବର୍ତ୍ତମାନ ନଦୀବନ୍ଧକୁ ୬୬.୫ ଘନ୍ ଫୁଟ ଜଳ ପ୍ରବେଶ କରୁଛି।
ବର୍ଷା ଲାଗିରହିଥିବାରୁ ଜଳଧାରଣ ଚାପ ହ୍ରାସ କରିବାକୁ ଆଜି ପାଞ୍ଚ ନମ୍ୱର୍ ଗେଟ୍ ଖୋଲାଯାଇଛି।
ତିଖାଲି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ, ହକ୍ ପାଇଁ ଆନ୍ଦୋଳନ କରିବାକୁ ଏକାଠି ହେଲେ ୨୭ ଗାଁର ବିସ୍ଥାପିତ ଗେଟ ମାଧ୍ୟାମ ରେ ୬୭ ଘନ ଫୁଟ ଜଳ ନିଷ୍କାସିତ ହେଉଥିବା ଅଧିକ୍ଷଣ ଯନ୍ତ୍ରୀ ସୌମ୍ୟ ରଞ୍ଜନ ଜୟପୁରିଆ ପ୍ରକାଶ କରିଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।