Indian Navy to Induct INS Mahendragiri: ଜୁଲାଇ ୧୧ରେ ଜଳାବତରଣ କରିବ INS ମହେନ୍ଦ୍ରଗିରି, ବଢ଼ିବ ନୌସେନାର ଶକ୍ତି
ଜୁଲାଇ ୧୧ ତାରିଖରେ ଜଳାବତରଣ କରିବ ଭାରତୀୟ ନୌସେନାର ଷଷ୍ଠ ପ୍ରୋଜେକ୍ଟ-17A ଷ୍ଟେଲ୍ଥ ଫ୍ରିଗେଟ୍ INS Mahendragiri। ବିଶାଖାପଟନମରେ ଭାରତୀୟ ନୌସେନାରେ ଆନୁଷ୍ଠାନିକ ଭାବେ ଏହାର କମିଶନିଂ କରାଯିବ। ପରେ ଭାରତୀୟ ନୌସେନାରେ ଏହା ସକ୍ରିୟ ଯୁଦ୍ଧଜାହାଜ ଭାବେ କାର୍ଯ୍ୟ କରିବ। INS ମହେନ୍ଦ୍ରଗିରି ନୌସେନାରେ ସାମିଲ ପରେ ଭାରତର ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ।
ଭାରତୀୟ ନୌସେନାର ଷଷ୍ଠ ପ୍ରୋଜେକ୍ଟ 17A ଷ୍ଟେଲ୍ଥ ଫ୍ରିଗେଟ୍ ‘ମହେନ୍ଦ୍ରଗିରି’ ନିର୍ମାଣରେ ପ୍ରାୟ ୭୫ ପ୍ରତିଶତ ସ୍ୱଦେଶୀ ଉପକରଣ ଓ ପ୍ରଯୁକ୍ତି ବ୍ୟବହାର କରାଯାଇଛି। ଏହା ‘ଆତ୍ମନିର୍ଭର ଭାରତ’ ଅଭିଯାନକୁ ଆହୁରି ସୁଦୃଢ଼ କରିବା ସହ ଭାରତୀୟ ନୌସେନାର ସାମୁଦ୍ରିକ ସୁରକ୍ଷା କ୍ଷମତାକୁ ମଧ୍ୟ ଅଧିକ ଶକ୍ତିଶାଳୀ କରିବ ବୋଲି ଆଶା କରାଯାଉଛି।...
ଜୁଲାଇ ୧୧ରେ ଜଳାବତରଣ କରିବ INS ମହେନ୍ଦ୍ରଗିରି
ଭାରତୀୟ ନୌସେନାର ଷଷ୍ଠ ପ୍ରୋଜେକ୍ଟ-17A ଷ୍ଟେଲ୍ଥ ଫ୍ରିଗେଟ୍
ବିଶାଖାପଟନମରେ ବିଧିବଦ୍ଧ ଭାବେ କମିଶନିଂ କରାଯିବ
ଭାରତୀୟ ନୌସେନାରେ ହେବ ସାମିଲ, ବଢ଼ିବ ନୌସେନାର ଶକ୍ତି
୭୫ ପ୍ରତିଶତ ସ୍ୱଦେଶୀ ଉପକରଣ ଓ ପ୍ରଯୁକ୍ତିରେ ନିର୍ମିତ ‘ମହେନ୍ଦ୍ରଗିରି’
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।