Indian actor Ram Kapoor: ନିଜ ବାପାଙ୍କୁ ମାରିଥିଲେ ରାମ କପୁର!
"ଫିଟିଲା ଗୁମର।
ଜଣାପଡ଼ିଲା ସତ।
ନିଜ ପିତାଙ୍କୁ ନେଇ ରାମ କପୁର କଲେ ବଡ଼ ଖୁଲାସା।
ଅଭିନେତା ରାମ କପୁରଙ୍କୁ କିଏ ବା ନଜାଣେ।
ବଲିଉଡର ସେ ଜଣେ ଲୋକପ୍ରିୟ ଚେହେରା।
ଯିଏ ହିରୋ ଭୁମିକାରେ ଅଭିନୟ କରି ଲୋକଙ୍କୁ ଝୁମାଇଛନ୍ତି ତ କେତେବଳେ ଭିଲିଆନ୍ ଭୁମିକାରେ ସମସ୍ତଙ୍କୁ ଡରାଇଛନ୍ତି।
ଯେବେଠାରୁ ସେ ନେଟଫ୍ଲିକ୍ସର ରିଆଲିଟି ଶୋ ଲକଅଫ ରେ ପହଁଞ୍ଚିଛନ୍ତି ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ତେବେ ରିଆଲିଟି ସୋ ରେ ସେ ନିଜ ବାପାଙ୍କୁ ନେଇ ବଡ଼ କଥା କହିଛନ୍ତି।
ଯାହାକୁ ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି।
Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।