India Completes 3-0 Clean Sweep Against Afghanistan in ODI Series

Jun 21, 2026 - 06:20
India Completes 3-0 Clean Sweep Against Afghanistan in ODI Series

#ସିରିଜ_କ୍ଲିନ୍_ସୁଇପ୍_କଲା_ଭାରତ
ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜରେ ଭାରତର କ୍ଲିନ୍ ସୁଇପ୍ । ଆଜି ଚେନ୍ନାଇରେ ଖେଳାଯାଇଥିବା ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚରେ ଆଫଗାନିସ୍ତାନକୁ ୯ ୱିକେଟରେ ପରାସ୍ତ କରିଛି ଭାରତ । ଏଥିସହ ତିନିଟିକିଆ ସିରିଜକୁ ୩-୦ରେ ଜିତି ନେଇଛି। ୨୧୯ରନର ବିଜୟ ଲକ୍ଷ୍ୟକୁ ମାତ୍ର ୨୮.୪ ଓଭରରେ ହାସଲ କରିଛି ଟିମ୍ ଇଣ୍ଡିଆ । ଯଶସ୍ୱୀ ଜୟସ୍ୱାଲ ଓ ରୋହିତ ଶର୍ମା ପ୍ରଥମ ୱିକେଟରେ ୧୭୦ ରନ୍ ସଂଗ୍ରହ କରିଛନ୍ତି। ରୋହିତ ଶର୍ମା ୭୯ ରନ୍ କରି ଆଉଟ୍ ହୋଇଥିବା ବେଳେ ଜୟସ୍ୱାଲ ଶତକ ହାସଲ କରିଛନ୍ତି । ୮୬ଟି ବଲରେ ୧୪ଟି ଚୌକା ଏବଂ ୩ଟି ଛକା ସହ ଅପରାଜିତ ୧୧୦ ରନ କରିଛନ୍ତି । ପୂର୍ବରୁ ଆଫଗାନିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୪୪.୨ ଓଭରରେ ୨୧୮ ରନ୍ କରି ଅଲ୍ଆଉଟ୍ ହୋଇଥିଲା । ଭରତ ପକ୍ଷରୁ ପ୍ରସିଦ୍ଧ କୃଷ୍ଣା ୫ଟି ୱିକେଟ୍ ନେଇ ପ୍ଲେୟାର ଅଫ ଦି ମ୍ୟାଚ୍ ଏବଂ କ୍ୟାପଟେନ୍ ଶୁଭମନ୍ ଗିଲ୍ ପ୍ଲେୟାର ଅଫ ଦ ସିରିଜ୍ ବିବେଚିତ ହୋଇଛନ୍ତି ।
#TeamIndia#CricketNews#ODIvictory#INDvsAFG#YashasviJaiswal#RohitSharma#BreakingNews#OdishaTV#OTV

India delivered a commanding performance in Chennai, defeating Afghanistan to complete a 3-0 ODI series clean sweep with standout batting and bowling displays.

For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV#OTV