IND vs ENG 3rd ODI: ଟିମ୍‌ ଇଣ୍ଡିଆକୁ ଲାଗିଲା ୪୪୦ ଭୋଲ୍ଟର ଝଟକା,ଠିକ୍‌ ଟସ୍‌ ପୂର୍ବରୁ ବାହାରିଗଲେ ଏହି ଖେଳାଳି

Jul 19, 2026 - 15:41
IND vs ENG 3rd ODI: ଟିମ୍‌ ଇଣ୍ଡିଆକୁ ଲାଗିଲା ୪୪୦ ଭୋଲ୍ଟର ଝଟକା,ଠିକ୍‌ ଟସ୍‌ ପୂର୍ବରୁ ବାହାରିଗଲେ ଏହି ଖେଳାଳି

ନୂଆଦିଲ୍ଲୀ,୧୯।୭: ଇଂଲଣ୍ଡ ବିପକ୍ଷ ତୃତୀୟ ଏକଦିବସୀୟ ପୂର୍ବରୁ ଟିମ ଇଣ୍ଡିଆକୁ ଏକ ବଡ଼ ଝଟକା ଲାଗିଛି। ମ୍ୟାଚ ପୂର୍ବରୁ ଅଭ୍ୟାସ ସମୟରେ ଦଳର ଷ୍ଟାର ଦ୍ରୁତ ବୋଲର ଜସପ୍ରିତ ବୁମରାହଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା। ଏହି ସମୟରେ, ଲର୍ଡସରେ ଖେଳାଯାଉଥିବା ଅନ୍ତିମ ଏବଂ ନିର୍ଣ୍ଣାୟକ ମୁକାବିଲାରେ, ଟିମ ଇଣ୍ଡିଆର ଅଧିନାୟକ ଶୁଭମନ ଗିଲ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ।
ଭାରତ (ପ୍ଲେଇଂ ଏକାଦଶ): ରୋହିତ ଶର୍ମା, ଶୁବମନ ଗିଲ (ଅଧିନାୟକ), ବିରାଟ କୋହଲି, ଇଶାନ କିଷାନ, ଶ୍ରେୟସ ଆୟର, କେଏଲ ରାହୁଲ (ୱିକେଟକିପର), ଅକ୍ଷର ପଟେଲ, ଗୁରନୂର ବ୍ରାର, ପ୍ରିନ୍ସ ଯାଦବ, ଅର୍ଶଦୀପ ସିଂହ, ପ୍ରସିଦ୍ଧ କ୍ରିଷ୍ଣ।

Dharitri – Odisha’s No.1, Most Trusted Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।