House-to-House Survey to Begin: କରାଯିବ ଘରକୁ ଘର ସର୍ଭେ, ଫେବ୍ରୁଆରୀ ୧୦ ସୁଦ୍ଧା ପ୍ରକାଶ ପାଇବ ସବୁ ୱାର୍ଡର ଭୋଟର ତାଲିକା

Jul 21, 2026 - 14:58
House-to-House Survey to Begin: କରାଯିବ ଘରକୁ ଘର ସର୍ଭେ, ଫେବ୍ରୁଆରୀ ୧୦ ସୁଦ୍ଧା ପ୍ରକାଶ ପାଇବ ସବୁ ୱାର୍ଡର ଭୋଟର ତାଲିକା

ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ସଜବାଜ। SIR ସରିବା ପରେ ରାଜ୍ୟରେ ଭୋଟର ତାଲିକା ପ୍ରସ୍ତୁତି ହେବ। ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ନେଇ ହେବ ଭୋଟର ତାଲିକା। ଅକ୍ଟୋବରରୁ ଆରମ୍ଭ ହେବ ଡୋର୍-ଟୁ-ଡୋର୍ ସର୍ଭେ। ଅକ୍ଟୋବର ୨୬ରୁ ନଭେମ୍ବର ୭ ପର୍ଯ୍ୟନ୍ତ ଭୋଟର ତାଲିକା ପ୍ରସ୍ତୁତି ହେବ। ସର୍ଭେ ଆଧାରରେ ଭୋଟର ତାଲିକା ପ୍ରସ୍ତୃତ ହେବ। ପ୍ରଥମ ଥର ରାଜ୍ୟରେ ହେବ ଡୋର୍-ଟୁ-ଡୋର୍ ସର୍ଭେ। ବୁଥ୍ ଭିତ୍ତିକ ଭୋଟର ତାଲିକା ପାଇଁ ଘରକୁ ଘର ସର୍ଭେ ହେବ।

ଫେବ୍ରୁଆରୀ ୧୦ ସୁଦ୍ଧା ସବୁ ୱାର୍ଡର ଭୋଟର ତାଲିକା ପ୍ରକାଶ କରାଯିବ। ବାଲଟ୍ ବକ୍ସ ମରାମତି ନେଇ ମଧ୍ୟ ଆଲୋଚନା ହୋଇଛି। ଭୋଟର ତାଲିକା ପ୍ରସ୍ତୁତି ପାଇଁ ବିଭିନ୍ନ ଟିମ୍ ଗଠନ ହେବ। ଜୁଲାଇ ୩୧ ତାରିଖ ସୁଦ୍ଧା ସରିବ ସବୁ ଟିମ୍ ଗଠନ। ଭୋଟ୍ ପାଇଁ ୮୦୦୦ ହଜାର EVM ଅଛି। ୧୨ହଜାରୁ ଅଧିକ EVM ଆବଶ୍ୟକ ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ। 

ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ସଜବାଜ 
ଅକ୍ଟୋବରରୁ ଆରମ୍ଭ ହେବ ଡୋର୍-ଟୁ-ଡୋର୍ ସର୍ଭେ
ନଭେମ୍ବର ଯାଏ ଚାଲବ ଡୋର-ଟୁ-ଡୋର୍ ସର୍ଭେ
ସର୍ଭେ ଆଧାରରେ ଭୋଟର ତାଲିକା ପ୍ରସ୍ତୁତ ହେବ 
ଅକ୍ଟୋବର ୨୬ରୁ ନଭେମ୍ବର ୭ ପର୍ଯ୍ୟନ୍ତ ଭୋଟର ତାଲିକା ପ୍ରସ୍ତୁତି
ପ୍ରଥମ ଥର ରାଜ୍ୟରେ ହେବ ଡୋର୍-ଟୁ-ଡୋର୍ ସର୍ଭେ
ବୁଥ୍ ଭିତ୍ତିକ ଭୋଟର ତାଲିକା ପାଇଁ ଘରକୁ ଘର ସର୍ଭେ ହେବ
ଫେବ୍ରୁଆରୀ ୧୦ ସୁଦ୍ଧା ସବୁ ୱାର୍ଡର ଭୋଟର ତାଲିକା ପ୍ରକାଶ
ସୂଚନା ଦେଲେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ
ବାଲଟ୍ ବକ୍ସ ମରାମତି ନେଇ ହେଲା ଆଲୋଚନା
ବିଭିନ୍ନ ଟିମ୍ ଗଠନ ନେଇ ବିସ୍ତୃତ ଆଲୋଚନା
ଜୁଲାଇ ୩୧ ତାରିଖ ସୁଦ୍ଧା ସରିବ ସବୁ ଟିମ୍ ଗଠନ
ଭୋଟ୍ ପାଇଁ ୮୦୦୦ ହଜାର EVM ଅଛି
୧୨ହଜାରୁ ଅଧିକ EVM ଆବଶ୍ୟକ ହେବ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।