Horoscope 2026 November 04: ଜାଣନ୍ତୁ ଆଜିର ରାଶିଫଳ...
ମେଷ: ଆପଣ ଆତ୍ମବିଶ୍ବାସରେ ପରିପୂର୍ଣ୍ଣ ରହିବେ।
କାର୍ଯ୍ୟକ୍ଷେତ୍ରରେ ବୃଦ୍ଧି ଲାଗି ସୁଯୋଗ ପାଇବେ।
ପରିବାର ଲୋକଙ୍କ ସହିତ ସମ୍ବନ୍ଧରେ ମଧୁରତା ବଢ଼ିବ।
ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ। Advertisment ବୃଷ: ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ହେବ।
ନିଜର ଧ୍ୟାନ ଲକ୍ଷ୍ୟ ଆଡ଼କୁ ସଜାଇ ରଖିବେ।
ଜୀବନସାଥୀ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ।
ପ୍ରେମ ବ୍ୟାପାର ପାଇଁ ଦିନଟି ଭଲ। ମିଥୁନ: ବିଶେଷ କାମ ପାଇଁ ଆପଣଙ୍କ ମନରେ ନୂଆ ବିଚାର ଆସିବ।
ଜମି ଲାଗି ଆପଣଙ୍କୁ ଭଲ ଡିଲ୍ ମିଳିବ।
ରାଜନୀତିରେ ମହତ୍ବାକାଂକ୍ଷା ପୂରା ହେବ।
ବନ୍ଧୁଙ୍କ ସହ ସମ୍ବନ୍ଧ ମଧୁର ହେବ। କର୍କଟ: ଜୀବନକୁ ସୁନ୍ଦର କରିବା ଲାଗି ସୁଯୋଗ ପାଇବେ।
ପାରିବାରିକ ଜୀବନରେ ସୁଖଶାନ୍ତି ବଜାୟ ରହିବ।
ବ୍ୟବସାୟ ସମ୍ବନ୍ଧୀୟ ଲୋକଙ୍କ ସହ ଯୋଡ଼ିବାର ଅବସର ପାଇବେ। ସିଂହ: ଚାକିରି ବୃତ୍ତି ମାମଲରେ ପରିସ୍ଥିତି ଭଲ ରହିବ।
ଆର୍ଥିକ ସ୍ଥିତି ମଜଭୁତ ହେବ।
ଶିକ୍ଷାକ୍ଷେତ୍ରରେ ଭଲ ପରିଣାମ ପାଇବେ।
ପତି ପତ୍ନୀଙ୍କ ମଧ୍ୟରେ ପ୍ରେମଭାବ ବୃଦ୍ଧି ହେବ । କନ୍ୟା: ଅର୍ଥ ସଂପର୍କିତ ମାମଲାରେ ବୁଦ୍ଧିମତ୍ତାରେ କାମ କରନ୍ତୁ।
ଅଧିକାରୀମାନଙ୍କ ସହ ଭଲ ତାଳମେଳ ରଖନ୍ତୁ।
ବ୍ୟବସାୟ ର ନୂଆ ଦିଗ ପାଇବେ।
ପାରିବାରିକ ଜୀବନ ସୁଖମୟ ହେବ।
ଆହୁରି ପଢ଼ନ୍ତୁ- Puri Jagannath: ଶ୍ରୀମନ୍ଦିର ଧୁକୁଡ଼ି ଦ୍ୱାର ନିକଟରେ ଭକ୍ତଙ୍କ ବାନ୍ତି; ଦେଢ଼ ଘଣ୍ଟା ଦର୍ଶନ ବନ୍ଦ ତୁଳା: ଆପଣ ଭାବିଥିବା ସବୁ କାମ ସଂପୂର୍ଣ୍ଣ ହୋଇଯିବ।
ଜୀବନସାଥୀର ପୂରା ସହଯୋଗ ପାଇବେ।
ଆପଣଙ୍କର ବ୍ୟାଙ୍କ ବାଲାନ୍ସ ବୃଦ୍ଧି ହେବ।
କୌଣସି ନୂଆ ବ୍ୟବସାୟରେ ପୁଞ୍ଜି ଲଗାଇବା ପାଇଁ ଭାବିବେ। ବିଛା: ଆପଣଙ୍କୁ ଭାଗ୍ୟ ର ପୂରା ସହଯୋଗ ମିଳିବ।
ଜୀବନସାଥୀର ବ୍ୟବହାରରେ ପ୍ରଭାବିତ ହେବେ।
ଲିଖନ କାର୍ଯ୍ୟ କରୁଥିବା ଲୋକଙ୍କର ପ୍ରଶଂସା ହେବ।
ପ୍ରେମ ଜୀବନ ଭଲ ରହିବ।
ଧନୁ: ପରିବାର ଲୋକଙ୍କ ଆବଶ୍ୟକତାକୁ ପୂରା କରିବାକୁ ଚେଷ୍ଟା କରିବେ।
ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ଲାଗି ଦିନଟି ଭଲ।
ଯାତୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।
ମକର: ଜୀବନଶୈଳୀ ପରିବର୍ତ୍ତନ କରିବା ଦରକାର।
ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ।
ଆପଣ ବିଲଡର୍ ହୋଇଥିଲେ ଭାବିଚିନ୍ତି ପୁଞ୍ଜି ନିବେଶ କରନ୍ତୁ।
ପ୍ରେମ ସମ୍ବନ୍ଧରେ ସଫଳତା ପାଇବେ।
କୁମ୍ଭ: ସାମାଜିକ କାର୍ଯ୍ୟରେ ସହଯୋଗ କରିବେ।
ଲେଖାପଢ଼ା ପ୍ରତି ଆପଣଙ୍କର ରୁଚି ବଢ଼ିବ।
ଭାଗ୍ୟର ସହଯୋଗ ମିଳିବା ଯୋଗୁଁ ସବୁ କାମ ନିର୍ଦ୍ଧାରିତ ସମୟରେ ପୂରା ହୋଇଯିବ। ମୀନ: ଆପଣଙ୍କର ମନୋଭାବ ଭଲ ରହିବ।
ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ।
ଅଫିସରେ ଆପଣଙ୍କ କାମର ସହକର୍ମୀ ପ୍ରଶଂସା କରିବେ।
ଖେଳାଳୀମାନଙ୍କ ଲାଗି ଦିନଟି ଭଲ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
