Horoscope 2026 July 30: ଜାଣନ୍ତୁ ଆଜିର ରାଶିଫଳ...

Jul 30, 2026 - 00:02
Horoscope 2026 July 30: ଜାଣନ୍ତୁ ଆଜିର ରାଶିଫଳ...

"ମେ‌ଷ: ଆପଣଙ୍କର ପ୍ରତ୍ୟେକ ସମସ୍ୟାର ସମାଧାନ ଚୁଟ୍‌କିରେ ବାହାରି ଯିବ।

ନିଜର ସଂପର୍କୀୟଙ୍କ ଠାରୁ ବହୁମୂଲ୍ୟ ଉପହାର ପାଇବା ଯୋଗୁଁ ମନ ପ୍ରସନ୍ନ ରହିବ।

ସରକାରୀ କାମରେ ଲାଭର ସମ୍ଭାବନା।Advertisment ବୃଷ: ଆପଣଙ୍କ କାମରେ ରାଜନୀତିକ ସମ୍ବନ୍ଧରୁ ଲାଭ ହେବ।

ଘର ଲୋକଙ୍କ ସହିତ ଭଲ ସମୟ ଅତିବାହିତ କରିବାର ଅବସର ପାଇବେ।

ବିଦ୍ୟାର୍ଥୀଙ୍କୁ ସଫଳତା ମିଳିବା ଯୋଗ ଅଛି।

ମିଥୁନ: ଲାଗି ରହିଥିବା ସମସ୍ୟାର ସମାଧାନ ହେବ।

ଜୀବନରେ ଭଲ ପରିବର୍ତ୍ତନ ପାଇଁ କିଛି ଭଲ ପରିବର୍ତ୍ତନ କରିବାକୁ ଚାହିବେ।

ପରିବାରରେ ଧାର୍ମିକ କାର୍ଯ୍ୟର ଯୋଜନା ପ୍ରସ୍ତୁତ ହୋଇପାରେ।

କର୍କଟ: ବଡ଼ ନିର୍ଣ୍ଣୟ ନେବା ପାଇଁ ଭଲ ଦନଟିଏ।

କୌଣସି ନୂଆ ବ୍ୟବସାୟ ସଉଦା ପାଇଁ ସୁଯୋଗ ପାଇବେ।

ପ୍ରତ୍ୟେକ ଛୋଟିଆ କଥା ଉପରେ ଅଧିକ ନଭାବିଲେ ଜୀବନ ସହଜ ହେବ।

ସିଂହ: ବନ୍ଧୁ ସହିତ ଲାଗି ରହିଥିବା ମତଭେଦ ଦୂର ହେବ।

ମହିଳା ଜରୁରୀ ଅଧିବେଶ‌ନରେ ଯୋଗ ଦେବେ।

ଧାର ପରିଶୋଧ କରିଦେବା ଯୋଗୁଁ ଚିନ୍ତା ସମାପ୍ତ ହେବ।

ରାଜନୀତିକ ଲୋକଙ୍କ ଲାଗି ଦିନଟି ଅନୁକୂଳ ରହିବ।

କନ୍ୟା: ଏକାଗ୍ର ମନରେ କରୁଥିବା କାମ ଲାଭଦାୟକ ସାବ୍ୟସ୍ତ ହେବ।

ଚାକିରିଜୀବୀ ଅଧିକାରୀଙ୍କର ସାହାଯ୍ୟ ପାଇବେ।

ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଉତ୍ତମ।

ପାରିବାରିକ ଜୀବନରେ ସୁଖୀ ରହିବେ।‌ ଆହୁରି ପଢ଼ନ୍ତୁ- Asian Games: ଏସୀୟ କ୍ରୀଡ଼ା: ଭାରତୀୟ ପୁରୁଷ ହକି ଦଳ ଘୋଷିତ; ଓଡ଼ିଶାରୁ ଅମିତ, ଶିଳାନନ୍ଦ ତୁଳା: ଆପଣଙ୍କ ମନ ଘରୋଇ କାମଧନ୍ଦାରେ ଲାଗିବ।

ବେପାରରେ ଲାଭ ହେବ।

ଦାମ୍ପତ୍ୟ ଜୀବନ ଭଲ ରହିବ।

କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ ପ୍ରୋଜେକ୍ଟରେ କାମ କରିବାକୁ କହିବେ।

ବାଣୀ ଉପରେ ସଂଯମ ରଖନ୍ତୁ।

ବିଛା: ବନ୍ଧୁ ଆପଣଙ୍କୁ ସାହାଯ୍ୟ କରିବା ପାଇଁ କହିବେ।

ବେପାରରେ ଯଥେଷ୍ଟ ଲାଭ ପାଇବେ।

କୌଣସି ଜରୁରୀ ଅଧିବେଶନରେ ଯୋଗ ଦେବେ।

ଭଉଣୀଙ୍କୁ କିଛି ଉପହାର ଦେଇପାରନ୍ତି।

ଧନୁ: ଅଧିକ ସମୟ ଧାର୍ମିକ ଓ ଆଧ୍ୟାତ୍ମିକ ଗିତିବିଧିରେ ବ୍ୟସ୍ତ ରହିବେ।

ନିଜର କାମକୁ ନେଇ ଯେତିକି ତନ୍ମୟତା ଓ ପରିଶ୍ରମ କରିବେ ସେହି ଅନୁରୂପ ପରିଣାମ ପାଇବେ।

ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଦୃଢ଼ ହେବ।

ମକର: ପରିବାର ଲୋକଙ୍କର ପୂରା ସହଯୋଗ ପାଇବେ।

ସମାଜ କାମରେ ଯୋଗ ଦିଅନ୍ତୁ ଆପଣଙ୍କର ପ୍ରସିଦ୍ଧି ବଢ଼ିବ।

ରାଜନୀତିକ ଲୋକଙ୍କ ସହିତ ଲାଭଦାୟକ ସାକ୍ଷାତ ହେବ।

ପ୍ରେମ ଜୀବନ ଭଲ ରହିବ।

କୁମ୍ଭ: କୌଣସି କଥାକୁ ନେଇ ଦ୍ବନ୍ଦରେ ରହିବେ।

ପରିବାର ସହିତ ଚଳଚ୍ଚିତ୍ର ଦେଖିବାର ‌ଯୋଜନା କରିପାରନ୍ତ।

ନୂଆ କୌଶଳ ଶିଖିବାର ବିଚାର କରି ପାରନ୍ତି।

ଜୀବନସାଥୀ ଠାରୁ ଉପହାର ପାଇବେ।

ମୀନ: ଅଫିସରେ କାମର ବୋଝ ବଢ଼ିପାରେ।

ଆର୍ଥିକ ମାମଲାରେ କୌଣସି ବିଶେଷଜ୍ଞଙ୍କ ଠାରୁ ପରାମର୍ଶ ନେବେ ଯାହା ଆପଣଙ୍କ ଲାଗି ସାହାଯ୍ୟକାରୀ ସାବ୍ୟସ୍ତ ହେବ।

ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।