Horoscope 2026 July 09: ଜାଣନ୍ତୁ ଆଜିର ରାଶିଫଳ

Jul 09, 2026 - 00:17
Horoscope 2026 July 09: ଜାଣନ୍ତୁ ଆଜିର ରାଶିଫଳ

"ମେ‌ଷ: କୌଣସି ବ୍ୟକ୍ତିଙ୍କ ଠାରୁ ଆଶାଠୁ ଅଧିକ ଲାଭ ପାଇବେ।

କାମରେ ବୟୋଜ୍ୟେଷ୍ଠଙ୍କ ମତ ଫଳପ୍ରଦ ସାବ୍ୟସ୍ତ ହେବ।

ସମାଜସେବା ସଂସ୍ଥାର ସହାୟତା କରିବାର ମଉକା ପାଇବେ।Advertisment ବୃଷ: ଜରୁରୀ କାମ ସଂପୂର୍ଣ୍ଣ କରିବାରେ ସଫଳ ହେବେ।

ରୋଜଗାର ସଂପର୍କରେ ବିଶେଷଜ୍ଞଙ୍କ ଠାରୁ ପରାମର୍ଶ ନେବେ।

ଅନ୍ତରଙ୍ଗ ବନ୍ଧୁ ଆପଣଙ୍କ ସହିତ ମିଶିବା ଘରକୁ ଆସିବେ।

ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

ମିଥୁନ: ଅଫିସ କାମରେ ପ୍ରଶଂସା ପାଇବେ।

ପଦୋନ୍ନତି ଯୋଗ ଅଛି।

ଆର୍ଥିକ ସ୍ଥିତି ମଜଭୁତ ରହିବ।

ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ସମାଜରେ ପ୍ରଭାବ ବଢ଼ିବ।

ସ୍ବାସ୍ଥ୍ୟରେ ସୁଧାର ହେବ।

କର୍କଟ: ଅନ୍ୟମାନଙ୍କର ଅଧିକ ଆଲୋଚନା କଲେ ପରିସ୍ଥିତି ଆପଣଙ୍କ ବିପକ୍ଷରେ ହେବ।

ଔଷଧ ବ୍ୟବସାୟୀଙ୍କର ଅଧିକ ଲାଭ ହେବ।

ପ୍ରତିଟି କାମ ନିଜେ କରିବାକୁ ଚେଷ୍ଟା କରନ୍ତୁ।

ଛାତ୍ର ଲାଗି ଦିନଟି ଭଲ।

ସିଂହ: ନିତିଦିନିଆ କାର୍ଯ୍ୟସୂଚୀର ପରିବର୍ତ୍ତନ କରିବେ।

କ୍ୟାରିୟରରେ ସଫଳତା ପାଇବେ।

ଅଫିସରେ ଅଧିକାରୀଙ୍କ ଠାରୁ ସମ୍ମାନ ପାଇବେ।

ଦାମ୍ପତ୍ୟ ଜୀବନରେ ନବୀନତା ଆସିବ।

କନ୍ୟା: କାମ ପ୍ରତି ଅଧିକ ସକ୍ରିୟ ରହିବେ।

ଆପଣଙ୍କ ସକାରାତ୍ମକ ବ୍ୟବହାର ଲୋକଙ୍କୁ ପ୍ରଭାବିତ କରିବ।

ଅସହାୟଙ୍କୁ ସହାୟତା କରିବା ପାଇଁ ଯଥା ସମ୍ଭବ ଚେଷ୍ଟା କରିବେ।

କୃଷିଜୀବୀଙ୍କ ଧନଲାଭ ହେବ।

ତୁଳା: ଆର୍ଥିକ ମାମଲାରେ ସତର୍କ ରହନ୍ତୁ।

ଖୁସି ମିଜାଜ ବ୍ୟବହାର ଲୋକଙ୍କୁ ଆପଣଙ୍କ ଆଡ଼କୁ ଆକର୍ଷିତ କରିବ।

ପାରିବାରିକ ଦାୟିତ୍ବ ବଢ଼ିବ।

ଚାକିରି ବଦଳାଇବା ପାଇଁ ଭାବିବେ।

କଳା ଛାତ୍ରୀଙ୍କ ଲାଗି ଦିନଟି ଭଲ।

ବିଛା: ସାମାଜିକ କର୍ଯ୍ୟରେ ସକ୍ରିୟ ଭୂମିକା ନିର୍ବାହ କରିବେ।

ଅଫିସରେ ସମସ୍ତଙ୍କ ସହିତ ସଂପର୍କ ଭଲ ରହିବ।

ମହିଳା ଖୁସି ଖବର ପାଇବେ।

ଆପଣଙ୍କ ମନର ଇଚ୍ଛା ଜୀବନସାଥୀ ପୂରା କରିବାକୁ ଚେଷ୍ଟା କରିବେ।

ଧନୁ: ଆପଣଙ୍କ ଚଗଲାମି ବ୍ୟବହାର ଲୋକଙ୍କୁ ପ୍ରଭାବିତ କରିବ।

ଅଫିସ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ସଂପୂର୍ଣ୍ଣ କରିବାକୁ ଚେଷ୍ଟା କରିବେ।

ପ୍ରିୟଜନଙ୍କ ଠାରୁ ଉପହାର ପାଇବେ।

ପାରିବାରିକ ଜୀବନରେ ସୁଖୀ ରହିବେ।

ମକର: ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଅବସର ପାଇବେ।

ବନ୍ଧୁ ପୂର୍ଣ୍ଣରୂପେ ସହଯୋଗ କରିବେ।

ଅଫିସରେ ଏକ ସମୟରେ ଅନେକ କାମ କାମ ସମ୍ଭାଳିବାକୁ ହେବ।

ଜୀବନସାଥୀଙ୍କୁ ଅଳଙ୍କାର ଉପହାର ଦେବେ।

କୁମ୍ଭ: କୌଣସି କାମ ଆରମ୍ଭ କରିବା ଯୋଗୁଁ ପରିବାରର ସବୁ ଲୋକ ଖୁସି ରହିବେ।

ଅଫିସ କାମରେ ସହକର୍ମୀଙ୍କ ସହଯୋଗ ପାଇବେ।

ଅଚାନକ ଧନଲାଭ ହେବ।

ସନ୍ଧ୍ୟାରେ ପିଲା ସହିତ ଉଦ୍ୟାନକୁ ବୁଲି ଯିବେ।

ମୀନ: କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ।

ଆର୍ଥିକ ମାମଲାରେ ନଷ୍ପତ୍ତି ଭାବିଚିନ୍ତି ନିଅନ୍ତୁ।

ଶତ୍ରୁପକ୍ଷ ଦୂରତ୍ବ ବଜାୟ ରହିବେ।

ଚାକିରିରେ ଲାଭ ପ୍ରାପ୍ତି ହେବ।

ସନ୍ଧ୍ୟାରେ ବନ୍ଧୁ ସହିତ ସମୟ କଟିବ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।