Horoscope 2026 July 03: ଜାଣନ୍ତୁ ଆଜିର ରାଶିଫଳ...
"ମେଷ: ଆପଣ କୌଣସି କାମକୁ ନେଇ ଉତ୍ସାହିତ ହେବେ।
କଳା ଓ ସାହିତ୍ୟ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଭଲ ଦିନଟିଏ।
ଆର୍ଥିକ ମାମଲାରେ ବାପାମାଆଙ୍କ ସାହାଯ୍ୟ ପାଇବେ।
ପ୍ରେମ ଜୀବନ ଭଲ ରହିବ। Advertisment ବୃଷ: ଆପଣଙ୍କ ସହ କୌଣସି ପ୍ରିୟ ବ୍ୟକ୍ତି ମିଶିବାକୁ ଆସିବେ।
ଆପଣଙ୍କ ମନ କୌଣସି ନୂଆ କାମରେ ଲାଗିବ।
ଦାମ୍ପତ୍ୟ ଜୀବନରେ ନୂଆ ନୂଆ ଖୁସି ଆସିବ।
ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ। ମିଥୁନ: ବ୍ୟବସାୟରେ ଲାଭ ପାଇବା ପାଇଁ କୌଣସି ବିଶେଷଜ୍ଞଙ୍କ ପରମର୍ଶ ନେବେ।
ଅନ୍ୟମାନଙ୍କ ମାମଲାଠାରୁ ଦୂରରେ ରହନ୍ତୁ।
ନିଜ କାମରେ ମନ ଲଗାନ୍ତୁ।
ଜୀବନସାଥୀ ସହିତ ସାମଞ୍ଜସ୍ୟ ବଜାୟ ରହିବ। କର୍କଟ: ଗାୟକଙ୍କୁ କୌଣସି ବଡ଼ ମଞ୍ଚରେ ଗୀତ ଗାଇବାର ସୁଯୋଗ ଆସିପାରେ।
ଦିନଟି ସଂପୂର୍ଣ୍ଣରୂପେ ଉପଭୋଗ କରିବେ।
ଜୀବନସାଥୀର ବ୍ୟବହାରରେ ପରିବର୍ତ୍ତନ ଆସିବ।
ସିଂହ: ଆପଣଙ୍କ ପିଲା ଆପଣଙ୍କୁ ଗର୍ବ ଅନୁଭବ କରାଇପାରନ୍ତି।
ସମାଜରେ ମାନସମ୍ମାନ ବଢ଼ିବ।
ବ୍ୟବସାୟରେ ଆପଣଙ୍କୁ କୌଣସି ବଡ଼ ଡିଲ୍ ମିଳିପାରେ।
ପରିବାର ଲୋକଙ୍କ ସହିତ ସାମଞ୍ଜସ୍ୟ ବଜାୟ ରଖନ୍ତୁ।
କନ୍ୟା: ବ୍ୟବସାୟ ମାମଲାରେ ରାଜ୍ୟ ବାହାରକୁ ଯାଇପାରନ୍ତି।
ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ।
ବନ୍ଧୁ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ।
ସ୍ବାସ୍ଥ୍ୟରେ ସୁଧାର ହେବ।
ଆହୁରି ପଢ଼ନ୍ତୁ- Mehbooba Mufti: ଇରାନର ସର୍ବୋଚ୍ଚ ନେତା ଖେମିନିଙ୍କ ଶେଷକୃତ୍ୟରେ ଯୋଗଦେବେ ମେହବୁବା ମୁଫ୍ତି ତୁଳା: ଆପଣଙ୍କର ଦୀର୍ଘ ଦିନର କାମ ସହକର୍ମୀଙ୍କ ସହଯୋଗରେ ପୂରା ହୋଇଯିବ।
ଛାତ୍ରଛାତ୍ରୀ କୌଣସି ମହତ୍ବପୂର୍ଣ୍ଣ ବିଷୟରେ ସଂଶୟର ରହିବେ।
ଶିକ୍ଷକ ଆପଣଙ୍କର ସହାୟତା କରିବେ।
ବିଛା: ଆପଣଙ୍କ ମନ କିଛି ନୂଆ କାମରେ ଲାଗିବ।
ଆପଣଙ୍କର ତଳିଆ କର୍ମଚାରୀ ଆପଣଙ୍କ ଠାରୁ କାମ ଶିଖିବାକୁ ଚେଷ୍ଟା କରିବେ।
ଅର୍ଡର୍ ସପ୍ଲାଇଙ୍କୁ ଲାଭ ହେବ।
ପ୍ରିୟଜନଙ୍କ ସହ ବାହାରକୁ ବୁଲିଯିବେ। ଧନୁ: ପରିବାର ଆଗରେ ଆପଣଙ୍କୁ ମତ ରଖିବାର ପୂରା ମଉକା ମିଳିବ।
ଆପଣଙ୍କ ଯୋଜନାରେ ଲୋକେ ପ୍ରଭାବିତ ହେବେ।
ମହିଳାମାନେ ଅନଲାଇନ୍ ବ୍ୟବସାୟ ଆରମ୍ଭ କରିପାରନ୍ତି। ମକର: ସମାଜରେ ଆପଣଙ୍କର ମାନସମ୍ମାନ ବଢ଼ିବ।
ଘରକୁ କୌଣସି ବନ୍ଧୁ ଆସିବେ।
ମାଆ ନିଜର ପିଲାଙ୍କୁ ନୈତିକ କାହାଣୀ ଶୁଣାଇବେ।
ଆପଣଙ୍କର ଭୌତିକ ସୁଖ ସୁବିଧା ବଜାୟ ରହିବ।
କୁମ୍ଭ: ପୁରୁଣା ବନ୍ଧୁ ସହିତ ଅଚାନକ ଭେଟ ହେବ।
କାମ କରିବା ପାଇଁ ନୂଆ ପଦ୍ଧତି ଉପରେ ବିଚାର କରିବେ।
ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ବଜାୟ ରହିବ।
ସନ୍ଧ୍ୟାରେ ବାହାରକୁ ବୁଲି ଯିବାର ଯୋଜନା କରିବେ।
ମୀନ: କାମ ସମ୍ବନ୍ଧରେ ଦୂରସ୍ଥାନକୁ ଯିବେ।
ଅଫିସରେ ଆପଣଙ୍କର ସଚ୍ଚୋଟତା ପାଇଁ କର୍ତ୍ତୃପକ୍ଷ ଆପଣଙ୍କର ଦରମା କରାଇବେ।
କାରବାର ସହିତ ନିଜ ଜୀବନର ଭାରସାମ୍ୟ ବଜାୟ ରଖନ୍ତୁ।"