Horoscope 2026 August 26: ଜାଣନ୍ତୁ ଆଜିର ରାଶିଫଳ...

Aug 26, 2026 - 00:01
Horoscope 2026 August 26: ଜାଣନ୍ତୁ ଆଜିର ରାଶିଫଳ...

"‌ମେଷ: ବ୍ୟବସାୟ କାମରେ ବାପାଙ୍କ ସାହାଯ୍ୟ ନେବେ।

ଆପଣଙ୍କୁ ଚାକିରି ବଦଳାଇବା ପାଇଁ ପ୍ରସ୍ତାବ ମିଳିପାରେ।

ଜୀବନସାଥୀ ସହିତ ସମୟ ଅତିବାହିତ କରିବେ।

କଳାକାରଙ୍କୁ ବଡ଼ ସୁଯୋଗ ମିଳିବ। ‌Advertisment ବୃଷ: ନିଜ ଭାବନାର ସକାରାତ୍ମକତା ବଜାୟ ରଖନ୍ତୁ।

ଇଚ୍ଛିତ ଫଳ ପ୍ରାପ୍ତି ହେବ।

ବେପାରୀଙ୍କୁ ଭଲ ସୁଯୋଗ ମିଳିବ।

ପରିବାରରେ ଧାର୍ମିକ କାର୍ଯ୍ୟ ଆୟୋଜନ ହୋଇପାରେ।

ପ୍ରେମ ଜୀବନ ଭଲ ରହିବ। ‌ ମିଥୁନ: ଆପଣଙ୍କର ପ୍ରଶଂସା ହେବ।

ବାପାମାଆଙ୍କ ସହିତ ତୀର୍ଥ ଯାତ୍ରାରେ ଯିବେ।

ସ୍ବାସ୍ଥ୍ୟକୁ ନେଇ ସାବଧାନ ରହନ୍ତୁ।

ସାମାଜିକସ୍ତରରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ହେବାର ଯୋଗ ଅଛି। ‌ କର୍କଟ: କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ବ୍ୟକ୍ତିତ୍ବ ଲୋକମାନଙ୍କୁ ପ୍ରଭାବିତ କରିବ।

ବିରୋଧୀ ଆପଣଙ୍କୁ ବନ୍ଧୁତାର ହାତ ବଢ଼ାଇବେ‌।

ବେପାରରେ ଲାଭ ହେବ।

ପରିଜନଙ୍କ ଠାରୁ ଭଲ ଖବର ପାଇବେ। ‌ ସିଂହ: ସରକାରୀ କ୍ଷେତ୍ରରେ ଥିବା ଲୋକଙ୍କର ପଦୋନ୍ନତି ସହ ଭଲ ଜାଗାକୁ ବଦଳି ହେବ।

ବିବାହ କଥାବର୍ତ୍ତାରେ ଲାଗି ରହିଥିବା ଅସୁବିଧା ଦୂର ହେବ।

ଜମି କିଣିବା ପାଇଁ ମନ ବନାଇ ପାରନ୍ତି।‌ କନ୍ୟା: ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ।

ଚାକିରିରେ ପରିବର୍ତ୍ତନ ଯୋଗ ଅଛି।

ବୈବାହିକ ଜୀବନରେ ନୂଆ ନୂଆ ଖୁସି ଆସିବ।

ଆପଣଙ୍କୁ ରଚନାତ୍ମକ କାର୍ଯ୍ୟରେ ଯୋଡ଼ିବାର ମଉକା ମିଳିବ। ‌ ଆହୁରି ପଢ଼ନ୍ତୁ- Bhadrak Flood Alert ଭଦ୍ରକରେ ଚତୁର୍ଥ ବନ୍ୟା ଆଶଙ୍କା: ବିପଦ ସଙ୍କେତ ଉପରେ ସାଳନ୍ଦୀ ଓ ବୈତରଣୀ, ଅନେକ ପଞ୍ଚାୟତ ଜଳମଗ୍ନ ତୁଳା: କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ।

ପରିବାରରେ କୌଣସି ବଡ଼ଙ୍କଠାରୁ ଭଲ ପରାମର୍ଶ ପାଇବେ।

ସଙ୍ଗୀତ କଳା କ୍ଷେତ୍ରରେ ଥିବା ଲୋକଙ୍କୁ କୌଣସି ମହତ୍ବପୂର୍ଣ୍ଣ ଅବସର ମିଳିବ। ‌ ବିଛା: କାର୍ଯ୍ୟକ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ସମାଧାନ ପାଇବେ।

ବେପାରରେ ବୃଦ୍ଧି ହେବାର ସମ୍ଭାବନା ଅଧିକ।

ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ ନମ୍ବର ହାସଲ କରିବେ।

ପାରିବାରିକ ଜୀବନ ସମୃଦ୍ଧ ରହିବ। ‌ ଧନୁ: ଚାକିରିଜୀବୀଙ୍କୁ ନୂଆ ଅବସର ମିଳିବ।

ବେପାରରେ ଲାଭ ହେବ।

ରାଜନୀତି କ୍ଷେତ୍ରରେ ଥିବା ଲୋକ ଉଚ୍ଚପଦକୁ ମନୋନୀତ ହୋଇପାରନ୍ତି।

ଜମି ସଂପର୍କିତ ମାମଲାର ମିଥୁନ ସମାଧାନ ହୋଇଯିବ। ‌ ମକର: ଆପଣଙ୍କ ଆୟର ସାଧନ ବୃଦ୍ଧି ହେବ।

ଭାବିଥିବା ଯୋଜନାରେ ସଫଳତା ପାଇବେ।

ସମାଜରେ ଆପଣଙ୍କର ମାନ ପ୍ରତିଷ୍ଠା ବୃଦ୍ଧି ହେବ।

ଅଚାନକ ପ୍ରିୟ ବନ୍ଧୁ ସହିତ ଦେଖା ହେବ।

କୁମ୍ଭ: ଜମି ବା ଭବନ କିଣିବା ଯୋଗ ଅଛି।

ପୁଞ୍ଜି ବଜାରରେ ଯଥେଷ୍ଟ ଲାଭ ମିଳିବାର ସମ୍ଭାବନା।

ପଦୋନ୍ନତି ବା ଚାକିରିର ସ୍ଥାନ ବଦଳାଇବା ଯୋଗ ଅଛି।

ବୈବାହିକ ଜୀବନ ସୁଖମୟ ରହିବ।

ମୀନ: କାର୍ଯ୍ୟକ୍ଷେତ୍ରରେ ଅନୁକୂଳ ପରିବେଶରେ କାମ କରିବେ।

ପରିବାର ସହିତ ସମୟ ଅତିବାହିତ କରିବେ।

ଦଳରେ ଭଲ ନେତୃତ୍ବ ରୂପେ କାମ କରିବେ।

ପ୍ରତିଟି ଛୋଟ କଥାରେ ଭାବନ୍ତୁ ନାହିଁ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)