Heavy Rain: ଲଗାଣ ବର୍ଷାରେ ଇନ୍ଦ୍ରାବତୀ ନଦୀର ପାଣି ବଢ଼ିଲା, ୨ ଗ୍ରାମର ୧୫୦୦ ଲୋକ ଜଳବନ୍ଦୀ

Aug 24, 2026 - 11:43
Heavy Rain: ଲଗାଣ ବର୍ଷାରେ ଇନ୍ଦ୍ରାବତୀ ନଦୀର ପାଣି ବଢ଼ିଲା, ୨ ଗ୍ରାମର ୧୫୦୦ ଲୋକ ଜଳବନ୍ଦୀ

"କୋଷାଗୁମୁଡା/କୋଡିଙ୍ଗା: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକରେ ଲଗାଣ ବର୍ଷାଯୋଗୁ ଇନ୍ଦ୍ରାବତୀ ଓ ଭାସ୍କେଲ ନଦୀରେ ପାଣି ବୃଦ୍ଧି ପାଇବାରେ ଲାଗିଛି।

ଗତ ରାତିରେ ଇନ୍ଦ୍ରାବତୀ ନଦୀରେ ପାଣି ବୃଦ୍ଧି ପାଇବା ଯୋଗୁ କୋଷାଗୁମୁଡା ବ୍ଲକର ନଦୀ କୂଳିଆ ଗ୍ରାମ କଣ୍ଟାଷରଗୁଡା ଓ ଘାଟୱାଲୀଗୁଡାର ୧୫୦୦ ଲୋକ ଜଳବନ୍ଦୀହୋଇ ରହିଛନ୍ତି।Advertisment ଦୁଇ ଗ୍ରାମ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଉଛି ଏବେ ସୁଦ୍ଧା କୌଣସି ପ୍ରଶାସନିକ ଅଧିକାରୀ ଗ୍ରାମରେ ପହଞ୍ଚି ନଥିବା ଗ୍ରାମବାସୀ କହିଛନ୍ତି।

ଏହି ଭଳି ପ୍ରତିବର୍ଷ ଇନ୍ଦ୍ରାବତୀ ନଦୀରେ ପାଣି ବଢିଲେ ଦୁଇ ଗ୍ରାମ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଉଛି।

ପାଣି ଶୀଘ୍ର ନକମିଲେ ଫସଲ ନଷ୍ଟ ହେଉଛି, ଏଥିରେ ଗ୍ରାମବାସୀଙ୍କ ଆର୍ଥିକ ମେରୁଦଣ୍ଡ ଭୁଶୁଡ଼ି ଯାଉଛି।

Driver: ୧୬ ଦିନ ବିତିଗଲା ନବୋଦୟ ବିଦ୍ୟାଳୟରେ ଡ୍ରାଇଭରଙ୍କୁ ମାଡ଼ ଘଟଣା, ଅଧ୍ୟକ୍ଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କେବେ?

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)