Heartbreaking Scene Amid Floods: ମହିଳାଙ୍କ ଶବଦାହ ପାଇଁ ନାହିଁ ଜାଗା, ବନ୍ୟାରେ ଜଳବନ୍ଦୀ ହୋଇଛି ଗାଁ

Jul 31, 2026 - 14:54
Heartbreaking Scene Amid Floods: ମହିଳାଙ୍କ ଶବଦାହ ପାଇଁ ନାହିଁ ଜାଗା, ବନ୍ୟାରେ ଜଳବନ୍ଦୀ ହୋଇଛି ଗାଁ

ବନ୍ୟା ପାଇଁ ହୀନସ୍ତା, ଶବଦାହ ପାଇଁ ଚିନ୍ତା। ଡଙ୍ଗାରେ ଆସିଲା ମୃତଦେହ। ବନ୍ୟା ପାଣି ପାଇଁ ହୋଇପାରୁ ନାହିଁ ଶବଦାହ। କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଶ୍ରୀରାମପୁର ପଞ୍ଚାୟତରୁ ଆସିଛି ଏହି ଦୁଃଖଦ ଚିତ୍ର। ଗତରାତିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା।

ଚାରିଆଡ଼େ ବନ୍ୟା ପାଣି ଥିବାରୁ ଶବଦାହ ହୋଇପାରିନଥିଲା। ଶେଷରେ ଡଙ୍ଗା ଯୋଗେ ଗାଁରୁ ମୃତଦେହ ଅଣାଯାଇଛି। ଶ୍ରୀରାମପୁର ପଞ୍ଚାୟତର ୯ ହଜାରରୁ ଅଧିକ ଲୋକ ଏବେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି।

ବନ୍ୟାରେ ଅଟକିଲା ଶବଦାହ
ଡଙ୍ଗାରେ ଆସିଲା ମୃତଦେହ
ବନ୍ୟାର ଦୁଃଖଦ ଚିତ୍ର, ଶବଦାହ ବି ଅସମ୍ଭବ
ଡଙ୍ଗା ଯୋଗେ ଗାଁରୁ ମୃତଦେହ ଆଣିଲେ ପରିବାର
ପଟ୍ଟାମୁଣ୍ଡାଇ ଶ୍ରୀରାମପୁରର ଦୁଃଖଦ ଚିତ୍ର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।