Welcome!

Unlock your personalized experience.
Sign Up

Gurugram Encounter: ପୁଲିସ ଗୁଳିରେ ଟଳିଲେ ୪ ଅପରାଧୀ, କିଏ ଥିଲେ ଟାର୍ଗେଟରେ, ଚାଲିଛି ଛାନଭିନ ?

Jul 10, 2026 - 08:38
Gurugram Encounter: ପୁଲିସ ଗୁଳିରେ ଟଳିଲେ ୪ ଅପରାଧୀ, କିଏ ଥିଲେ ଟାର୍ଗେଟରେ, ଚାଲିଛି ଛାନଭିନ ?

ଗୁରୁଗ୍ରାମ, ୧୦/୦୭: ହରିୟାଣାର ଗୁରୁଗ୍ରାମରେ ବଡ଼ ଧରଣର ଏନକାଉଣ୍ଟର । ପୁଲିସ ଗୁଳିରେ ଟଳିପଡ଼ିଲେ ୪ଜଣ ଦୁର୍ଦ୍ଦାନ୍ତ ଅପରାଧି । ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କୁ ଗିରଫ କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ପୁଲିସ ଏବଂ ଅପରାଧିଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ୩ଜଣ ପୁଲିସକର୍ମୀ ମଧ୍ୟ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ଅପରାଧୀ ମାନେ ଦୀପକ ନନ୍ଦଲ ଗ୍ୟାଙ୍ଗର ବୋଲି ଜଣାପଡ଼ିଛି । ବିଦେଶ ବସିଥିବା ମୋଷ୍ଟ ୱାଣ୍ଟେଡର ନିର୍ଦ୍ଦେଶରେ ସେମାନେ ଭାରତରେ ଅପରାଧିକ ଘଟଣା ଘଟାଉଛନ୍ତି । ଏହି ଘଟଣା ହରିୟାଣା ପୁଲିସ ଅଧିକ ଛାନଭିନ କରୁଛି । ଖବର ଅପଡେଟ୍ ଜାରି....

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।