Government Set to Introduce Anti-Leak Bill in Parliament: ଆସନ୍ତାକାଲି ସଂସଦରେ ଉପସ୍ଥାପନ ହେବ ବିଲ୍, ଲିକ୍ ରୋକିବାକୁ ବଡ଼ ପଦକ୍ଷେପ

Jul 26, 2026 - 11:43
Government Set to Introduce Anti-Leak Bill in Parliament: ଆସନ୍ତାକାଲି ସଂସଦରେ ଉପସ୍ଥାପନ ହେବ ବିଲ୍, ଲିକ୍ ରୋକିବାକୁ ବଡ଼ ପଦକ୍ଷେପ

 ଶିକ୍ଷା ମନ୍ତ୍ରଣାଳୟରୁ ହଟିଲେ ଧର୍ମେନ୍ଦ୍ର, ଏବେ ନୂଆ ଦାୟିତ୍ବ ନେଲେ ପ୍ରହଲ୍ଲାଦ ଯୋଶୀ। ହେଲେ ନିଟ୍ ପେପର୍ ଲିକ୍ ରେ ରୋକ୍ ଲାଗିବା ଉପରେ ସବୁଠି ଚର୍ଚ୍ଚା ଚାଲିଛି । ବାରମ୍ବାର ଲିକ୍ ଓ ବାରମ୍ବାର ତ୍ରୁଟି ନେଇ ଅଭିଯୋଗ ଆସିବା ପରେ ମନ୍ତ୍ରୀଙ୍କଠୁ ସଚିବ, ଅଧିକାରୀଙ୍କଠୁ କର୍ମଚାରୀଙ୍କୁ ହଟାଯାଇଛି। ପ୍ରଧାନମନ୍ତ୍ରୀ ଅଫିସ୍ ପୂରା ଘଟଣାର ଅନୁଧ୍ୟାନ ବି କରିଛନ୍ତି। ତେଣୁ ଏବେ ସବୁଠୁ ବଡ଼ ପ୍ରଶ୍ନ ସୁଧୁରା ଯିବ କେମିତି ବ୍ୟବସ୍ଥା।

ଲିକ୍ ଉପରେ ରୋକ୍ ଲାଗିବା ପାଇଁ ଆସନ୍ତାକାଲି କଡ଼ା ଆଇନ ଆସିବାକୁ ଯାଉଛି। ଆସନ୍ତାକାଲି ସଂସଦରେ ଏହାକୁ ଉପସ୍ଥାପନ କରାଯିବ। ଯେଉଁଥିରେ ୧୦ ବର୍ଷ ଜେଲ୍ ଓ ୧୦ କୋଟି ଜୋରିମାନା ରହିବ, ଫଳରେ ଲିକ୍ କରିବା ପୂର୍ବରୁ ୧୦ ଥର ଭାବିବେ ଅଭିଯୁକ୍ତ।...

ଅଟକିବ ‘ଲିକ୍’ !
ଶିକ୍ଷା ବ୍ୟବସ୍ଥାରେ ଆସିବ ସୁଧାର 
ଲିକ୍ ରୋକିବାକୁ ବଡ଼ ପଦକ୍ଷେପ 
ଆସିବ କଡ଼ା ଆଇନ 
କ୍ୟାବିନେଟରେ ଅନୁମୋଦନ ପରେ ସଂସଦରେ ଆସିବ 
ଆସନ୍ତାକାଲି ସଂସଦରେ ଉପସ୍ଥାପନ ହେବ ବିଲ୍  
୧୦ ବର୍ଷ ଜେଲ୍ ଓ ୧୦ କୋଟି ଜୋରିମାନା ରହିବ 
ଲିକ୍ କରିବା ପୂର୍ବରୁ ୧୦ ଥର ଭାବିବେ ଅଭିଯୁକ୍ତ 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।