Gold Prices Fall for Fourth Consecutive Day: ଆହୁରି ଶସ୍ତା ହେଇଗଲା ସୁନା; ଦିନକୁ ଦିନ ଖସୁଛି ସୁନା ରେଟ୍, ଜାଣନ୍ତୁ କେତେ ହେଲା…

Jul 07, 2026 - 20:03
Gold Prices Fall for Fourth Consecutive Day: ଆହୁରି ଶସ୍ତା ହେଇଗଲା ସୁନା; ଦିନକୁ ଦିନ ଖସୁଛି ସୁନା ରେଟ୍, ଜାଣନ୍ତୁ କେତେ ହେଲା…

ଖସିଗଲା ସୁନା ଦର। ଆହୁରି ଶସ୍ତା ହେଇଗଲା ସୁନା। ଦିନକୁ ଦିନ ଖସୁଛି ସୁନା ରେଟ୍। ଆଜି ୨୨ କ୍ୟାରେଟ୍ ସୁନା ଖସିଲା ୧୨ ଶହ ଟଙ୍କାରୁ ଅଧିକ। ୨୪ କ୍ୟାରେଟ୍ ବି କମିଲା ୧୩ଶହରୁ ଅଧିକ ଟଙ୍କା। ଏବେ ୨୨ କ୍ୟାରେଟ୍ ସୁନା ୧ ଲକ୍ଷ ୩୩ ହଜାର ଟଙ୍କାରେ ବିକ୍ରି ହେଉଛି।

କ୍ରମାଗତ ୪ ଦିନ ହେଲା ସୁନା ଦର କମିଛି। ଏହାପୂର୍ବରୁ ବି ସୁନା ଦର କମିବାରେ ଲାଗିଛି। ଯେଉଁ ସୁନା ଦେଢ଼ ଲକ୍ଷ ଟଙ୍କା ପାର କରିଥିଲା, କୁହାଯାଉଥିଲା ୨ ଲକ୍ଷ ଯାଏଁ ପହଞ୍ଚି ଯିବ ଏବେ ତାହା କମିବା ପରେ ଗ୍ରାହକ ବି ଟିକିଏ ଆଶ୍ବସ୍ତ।

  • ଖସିଗଲା ସୁନା ଦର
  • ଆହୁରି ଶସ୍ତା ହେଇଗଲା ସୁନା
  • ଆଜି ୨୨ କ୍ୟାରେଟ୍ ସୁନା ଖସିଲା ୧୨ଶହ ଟଙ୍କାରୁ ଅଧିକ
  • ୨୪ କ୍ୟାରେଟ୍ ବି କମିଲା ୧୩ଶହରୁ ଅଧିକ ଟଙ୍କା
  • ଏବେ ୨୨ କ୍ୟାରେଟ୍ ସୁନା ୧ ଲକ୍ଷ ୩୩ ହଜାର 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।