Gold Becomes Cheaper: କମୁଛି ସୁନା ତଥାପି କିଣୁ ନାହାନ୍ତି ଲୋକେ!

Aug 03, 2026 - 17:40
Gold Becomes Cheaper: କମୁଛି ସୁନା ତଥାପି କିଣୁ ନାହାନ୍ତି ଲୋକେ!

"ସୁନା ଦର କମିବାରେ ଲାଗିଛି।

କିନ୍ତୁ କିଣୁନାହାନ୍ତି ଲୋକେ।

ଚଳିତ ବର୍ଷ ଜାନୁଆରି ଶେଷରେ MCXରେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ପିଛା ପ୍ରାୟ ୧ ଲକ୍ଷ ୯୩ ହଜାର ଟଙ୍କାରେ ପହଞ୍ଚିଥିଲା।

ବର୍ତ୍ତମାନ ସେହି ଦର ପ୍ରାୟ ୧ ଲକ୍ଷ ୪୨ ହଜାର ଟଙ୍କାକୁ ଖସି ଆସିଛି।

ଅର୍ଥାତ୍ ସର୍ବାଧିକ ଦରଠାରୁ ସୁନାର ମୂଲ୍ୟ ୨୬ ପ୍ରତିଶତରୁ ଅଧିକ କମିଛି।

କେବଳ ଏତିକି ନୁହେଁ ଚଳିତ ବର୍ଷ ଏପ୍ରିଲରୁ ଜୁନ୍ ମଧ୍ୟରେ ଭାରତରେ ସୁନାର ଚାହିଦା ଗତ ଛଅ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରକୁ ଖସିଛି।

ତେବେ ପ୍ରଶ୍ନ ଉଠୁଛି ସୁନା ଶସ୍ତା ହେଉଥିଲେ ମଧ୍ୟ ଲୋକେ କିଣୁନାହାନ୍ତି କାହିଁକି ?

କ'ଣ ରହିଛି ଏହା ପଛର କାରଣ?

Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।