Flood In Odisha: ବନ୍ୟା ବିପତ୍ତିକୁ ନେଇ ଗର୍ଜିଲେ ପ୍ରମିଳା

Aug 02, 2026 - 18:16
Flood In Odisha: ବନ୍ୟା ବିପତ୍ତିକୁ ନେଇ ଗର୍ଜିଲେ ପ୍ରମିଳା

"ଯାଜପୁରରେ ବନ୍ୟା ବିଭୀଷିକା।

ଚାରିଆଡ଼େ ପାଣି ଆଉ ପାଣି।

ଘରଦ୍ୱାର ଛାଡ଼ି ଦୁର୍ଦ୍ଦଶାରେ ଜୀବନ କାଟୁଛନ୍ତି ଶହ ଶହ ଗ୍ରାମବାସୀ।

କ୍ଷୟକ୍ଷତିର ଆକଳନ ଚାଲିଥିବା ବେଳେ ବନ୍ୟା ଅଞ୍ଚଳକୁ ନେତା, ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ସୁଅ ଛୁଟୁଛି।

ଏହି ସମୟରେ ବିଂଝାରପୁର ବିଧାୟିକା ତଥା ବିଜେଡିର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ ମଧ୍ୟ ଗ୍ରାଉଣ୍ଡ ଜିରୋରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଥିଲେ।

ହେଲେ ସମୀକ୍ଷା ବେଳେ ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଲା ଯାହା ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।