Fire: ପାନପୋଷ ମାର୍କେଟରେ ଜଳିଗଲା ଚାରି ଦୋକାନ

Sep 21, 2026 - 10:14
Fire: ପାନପୋଷ ମାର୍କେଟରେ ଜଳିଗଲା ଚାରି ଦୋକାନ

"ରାଉରକେଲା: ଗତକାଲି ରାତି ପ୍ରାୟ ଦେଢ଼ଟା ବେଳେ ଦୋକାନ ପାଖରେ କିଛି ଲୋକ ଭୋଜି କରୁଥିଲେ l ହଠାତ ନିଆଁଗୋଟିଏ ଦୋକାନରେ ଲାଗି ଯାଇଥିଲା l ପରେ ନିଆଁ ଅନ୍ୟ ତିନିଟି ଦୋକାନକୁ ବ୍ୟାପି ଯାଇଥିଲା l ଶଙ୍କର ସାହୁ, ବିପିନ ସାହୁ, ଉପେନ୍ଦ୍ର ସାହୁ ଓ ମହାକାମ ଭୂମିଜଙ୍କ ତେଜରାତି ଦୋକାନ ସମେତ ଆଳୁ ପିଆଜ, ଏମିତି ଚାରିଟି ଦୋକାନ ଜଳି ଯାଇଛି lAdvertisment ବଡ଼ ଧରଣର ଅଗ୍ନିକାଣ୍ଡକୁ ରୋକଯାଇ ପାରିଛି  ଦୁଇଟି ଦମକଳ ନିଆଁକୁ ଆୟତ୍ତ କରିଥିବାରୁ ମାର୍କେଟରେ ବଡ଼ ଧରଣର ଅଗ୍ନିକାଣ୍ଡକୁ ରୋକଯାଇ ପାରିଛି l Elephant Attack: ଶୋଇଥିବା ଅବସ୍ଥାରେ ଯୁବକଙ୍କୁ ଦଳିଦେଲା ହାତୀ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)