Election: ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପୂର୍ବରୁ ଆମେରିକାରେ ‘ନୋ କିଙ୍ଗସ୍’ ରାଲି

Oct 18, 2026 - 11:19
Election: ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପୂର୍ବରୁ ଆମେରିକାରେ ‘ନୋ କିଙ୍ଗସ୍’ ରାଲି

"ୱାସିଂଟନ: ଆମେରିକାରେ ନଭେମ୍ବର ୩ ତାରିଖରେ ହେବାକୁ ଥିବା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପୂର୍ବରୁ, "ନୋ କିଙ୍ଗସ୍" ନେଟୱାର୍କ ପକ୍ଷରୁ ସାରା ଦେଶରେ ବଡ଼ ଧରଣର ରାଲି ଏବଂ ପ୍ରଦର୍ଶନ ଆୟୋଜନ କରାଯାଇଛି।

ରାଲିଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ ଆମେରିକୀୟ ଭୋଟରମାନଙ୍କୁ ଶୀଘ୍ର ଭୋଟ ଦେବାକୁ ପ୍ରେରଣା ଦେବା।

ଯଦିଓ ଆୟୋଜକମାନେ ଏହାକୁ ନିରପେକ୍ଷ ବୋଲି କହିଛନ୍ତି ତେବେ "ନୋ କିଙ୍ଗସ୍" ମୁଖ୍ୟତଃ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପ୍ରଶାସନର ନିଷ୍ପତ୍ତି ଏବଂ କ୍ଷମତାର ଅପବ୍ୟବହାରର ପ୍ରତିବାଦ ବିରୋଧରେ ଆରମ୍ଭ ହୋଇଥିଲା।Advertisment ଅଧିକାର ସାବ୍ୟସ୍ତ କରିବା ଉଚିତ୍ ୱାସିଂଟନ ଡି.ସି.ରେ ଥିବା ଲିଙ୍କନ୍ ମେମୋରିଆଲରେ ଶହ ଶହ ଲୋକ ଜମା ହୋଇ ନାଚି ମତଦାନକୁ ସମର୍ଥନ କରି ସ୍ଲୋଗାନ ଦେଇଥିଲେ।

ପ୍ରଦର୍ଶନକାରୀମାନେ "ଶୀଘ୍ର ଭୋଟ୍ ଦିଅ" ଏବଂ "ମୋ ଭୋଟ୍ ଠାରୁ ଦୂରେଇ ରୁହ" ଭଳି ବାର୍ତ୍ତା ଲେଖାଥିବା ପ୍ଲାକାର୍ଡ ଧରିଥିଲେ।

ସଂଗଠନ ପକ୍ଷରୁ କୁହାଯାଇଛି, ସମ୍ବିଧାନ ନାଗରିକଙ୍କୁ ଭୋଟ ଦେବାର ଅଧିକାର ଦେଇଛି।

ଲୋକମାନେ ଏହି ଅଧିକାର ସାବ୍ୟସ୍ତ କରିବା ଉଚିତ୍।

Marco Rubio: ଭାରତ ଆମର ପ୍ରମୁଖ ସହଯୋଗୀ ଏବଂ ଅଂଶୀଦାର, କିନ୍ତୁ ଏବେ ବି ରୁଷରୁ ବହୁ ପରିମାଣର ତେଲ କିଣୁଛି: ମାର୍କୋ ରୁବିଓ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)