Elder Brother: ସାନଭାଇ ଓ ବାପାକୁ ହାଣିଲା ବଡ଼ ଭାଇ
"ଖୁଣ୍ଟା: ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଶିରାଥଳି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି।
ଏଠାରେ ସାନଭାଇ ଓ ବାପାକୁ ହାଣିଛି ବଡ଼ ଭାଇ ।
ପାଇଥିବା ମୋବାଇଲ ଦେଇଦେବାରୁ ସାନଭାଇ ଓ ବାପାକୁ ହାଣିଛି ବଡ଼ ଭାଇ ।
ସାନଭାଇ ସୁଶାନ୍ତ ବାରିକ ଓ ବାପା ସଦାନନ୍ଦ ବାରିକ ଗୁରୁତର ଅବସ୍ଥାରେ ଉଦଳା ମେଡିକାଲରେ ଭର୍ତ୍ତି ହୋଇଛନ୍ତି।Advertisment ଜମିବାଡ଼ି ବିବାଦ ପାଇଁ ଆକ୍ରମଣ ପୂର୍ବରୁ ରହିଥିବା ଜମିବାଡ଼ି ବିବାଦ ପାଇଁ ମଧ୍ୟ ଆକ୍ରମଣ କରିଥିବା ଜଣାପଡ଼ିଛି ।
ତେବେ ବଡ଼ଭାଇ ହେମନ୍ତ ବାରିକ କାହିଁକି କଟୁରିରେ ବାପା ଓ ସାନଭାଇଙ୍କୁ ହାଣିଲା।ମୋବାଇଲ୍ ପାଇଁ ନା ଅନ୍ୟ କିଛି କାରଣ ସେନେଇ ଖୁଣ୍ଟା ଥାନା ପୁଲିସ ତଦନ୍ତ ଚଳାଇଛି ।
ତେଣେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ଯେ ଜମିଜମା ବିବାଦରୁ ଏହି ଘଟଣା ଘଟିଛି।
Maoists: କାଲିମେଳାରୁ ମାଟି ତଳୁ ମାଓ ଡମ୍ପ ଠାବ, ବିପୁଳ ଅସ୍ତ୍ରଶସ୍ତ୍ର ଏବଂ ମାଓ ସାମଗ୍ରୀ ଜବତ "