Driver Seriously Injured: ଯାତ୍ରୀବାହୀ ବସ୍-ଅଟୋ ସାମ୍ନାସାମ୍ନି ଧକ୍କା, ଅଟୋ ଚାଳକ ଗୁରୁତର

Sep 18, 2026 - 10:38
Driver Seriously Injured: ଯାତ୍ରୀବାହୀ ବସ୍-ଅଟୋ ସାମ୍ନାସାମ୍ନି ଧକ୍କା, ଅଟୋ ଚାଳକ ଗୁରୁତର

"କମର୍ଦ୍ଦା: ଆଜି ଭୋର ସାଢ଼େ ୫ଟା ସମୟରେ ଜଳେଶ୍ଵର - ଚନ୍ଦନେଶ୍ୱର  ମୁଖ୍ୟ ରାସ୍ତାର କଚୁଆଡ଼ି ପେଟ୍ରୋଲ ଟାଙ୍କି ନିକଟରେ ଚନ୍ଦନେଶ୍ଵର ପଟରୁ ଆସୁଥିବା ଯାତ୍ରୀବାହୀ ବସ୍ (ରଘୁନାଥ ) ସହ ଜଳେଶ୍ଵର ପଟରୁ ଯାଉଥିବା ଏକ ଅଟୋର ସାମ୍ନାସାମ୍ନି ଧକ୍କା ହେବା ଫଳରେ ଅଟୋ ଚାଳକ ଗୁରୁତର ହୋଇଛନ୍ତି।Advertisment ଅଟୋ ଭାଙ୍ଗିରୁଜି ଚୁରମାର ହୋଇଯାଇଛି ଅଟୋରେ କୌଣସି ଯାତ୍ରୀନଥିଲେ।

ଅଟୋ ଭାଙ୍ଗିରୁଜି ଚୁରମାର ହୋଇଯାଇଛି।

ଅଟୋ ଚାଳକଙ୍କୁ ଗୁରୁତର ଅବସ୍ଥାରେ କମର୍ଦ୍ଦା ପୁଲିସ ଉଦ୍ଧାର କରି ଜିଲ୍ଲା ସଦର ମହକୁମା ଚିକିତ୍ସାଳୟକୁ ପଠାଇବା ସହ ଭାଙ୍ଗିଥିବା ଅଟୋ ଏବଂ ଯାତ୍ରୀବାହୀ ବସ୍‌କୁ ଥାନା ପରିସରରେ ଅଟକ ରଖି ଅଧିକ ତଦନ୍ତ ଚଳାଇଛି।

Accident: ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ, ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ଦ୍ୱାରା ଜାତୀୟ ରାଜପଥ ଅବରୋଧ ଓ ଥାନା ଘେରାଉ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)