DJ Music: ଭସାଣି ଉତ୍ସବରେ ଡିଜେ ବଜାଇବାକୁ ନେଇ କମିଶନ ପୁଲିସ ଜାରି କଲା କଟକଣା

Sep 17, 2026 - 14:43
DJ Music: ଭସାଣି ଉତ୍ସବରେ ଡିଜେ ବଜାଇବାକୁ ନେଇ କମିଶନ ପୁଲିସ ଜାରି କଲା କଟକଣା

"ବାଲିପାଟଣା : ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ ।

ଖୁଦୁରୁକୁଣୀ ଓ ଗଣେଶ ପୂଜା ସରିବା ପରେ ବିଶ୍ୱକର୍ମାଙ୍କ ପୂଜା ଚାଲିଛି ।

ଆଗକୁ ଦଶହରାରେ ଦେବୀ ପୂଜା , ଗଜାଲକ୍ଷ୍ମୀ ପୂଜା, କାଳୀ ପୂଜା ଆସିବ।

ଭସାଣି ଉତ୍ସବରେ ଡିଜେ ଉପରେ କମିଶନ ପୁଲିସ କଟକଣା ଜାରି କରିଛି ।

ଡିଜେ ବଜାଇଲେ ପୁଲିସ କଠୋର ଆଭିମୁଖ୍ୟ ନେବ ବୋଲି କମିଟିକୁ ସୂଚିତ କରାଯାଇଛି ।

୨୪ଟି ଗଣେଶ ପୂଜା କମିଟି ପୁଲିସର ଅନୁମତି ନେଇଥିବା ଜଣାପଡିଛି ।

ଏହାବାଦ  ୨ ଶହରୁ ଉର୍ଦ୍ଧ ମଣ୍ଡପରେ ଗଜାନନଙ୍କ  ମୂର୍ତ୍ତି ପୂଜା ପାଉଛନ୍ତି ।

କିଛି ସ୍ଥାନରେ ପୂଜା କମିଟି ପ୍ରଶାସନ ନିର୍ଦେଶକୁ ଫୁ କରି ଦେଉଛନ୍ତି ।

ଆଇନକୁ ଖାତିର କରୁ ନାହାନ୍ତି ।

ଲୁଚା ଛପାରେ ଡିଜେ ବଜାଇ ଭସାଣୀ କାର୍ଯ୍ୟକ୍ରମ କରୁଛନ୍ତି ।

ମଦ ନିଶାରେ ଚୁର ହୋଇ ଅସାମାଜିକ କାର୍ଯ୍ୟ ଓ ବିଭ୍ରାଟ ସୃଷ୍ଟି କରୁଛନ୍ତି ।Advertisment ଯୁବବର୍ଗଙ୍କୁ ବ୍ୟାପକ ଭାବେ ସମାଜସେବା ଓ ରାଷ୍ଟ୍ର ନିର୍ମାଣରେ ବ୍ରତୀ ହେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)