Delivery Boy Arrested: ଅଶ୍ଲୀଳ ଇଙ୍ଗିତ କରୁଥିଲା ବନ୍ଧାହେଲା ଡେଲିଭରୀ ବୟ

Jul 17, 2026 - 22:01
Delivery Boy Arrested: ଅଶ୍ଲୀଳ ଇଙ୍ଗିତ କରୁଥିଲା ବନ୍ଧାହେଲା ଡେଲିଭରୀ ବୟ

Delivery Boy Arrested: ଅଶ୍ଲୀଳ ଇଙ୍ଗିତ କରୁଥିଲା ବନ୍ଧାହେଲା ଡେଲିଭରୀ ବୟ

ବନ୍ଧାହେଲା ଡଲୀଭରୀ ବୟ। କଟକ ଶୈଳବାଳା କଲେଜରେ ରାତି ଅଧରେ ପଶି ଅଶ୍ଳୀଳ ଇଙ୍ଗିତ କରି ଗିରଫ ହୋଇଛି ଡେଲୀଭରୀ ବୟ। ଗିରଫ ଅଭିଯୁକ୍ତ ହେଉଛି କଟକ ଆଲାମଚାନ୍ଦ ଵଜାର ଅଞ୍ଚଳର ବାପି ଓରଫ ରୁଦ୍ର ନାରାୟଣ ସାହୁ।

author-image
Manoj Kumar Rout
17 Jul 2026 21:53 IST