Death: ବିଦ୍ୟୁତ୍ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ
"ବିନିକା: ସୁବର୍ଣ୍ଣପୁର ବିନିକା କ୍ଳବ୍ ଚରଦା ଗ୍ରାମରେ ଏକଅଭାବନୀୟ ଘଟଣା ଦେଖିବାକୁ ମିଳିଛି।
ଏଠାରେ ବିଦ୍ୟୁତ୍ ଆଘାତରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ।
ମୃତକଙ୍କ ନାମ ମହିନ୍ଦ୍ରା ଥାନାପତି ବୋଲି ଜଣାଯାଇଛି।
ମୃତଦେହକୁ ବିନିକାର ଡାକ୍ତରଖାନାରେ ରଖି ବିନିକା ପୁଲିସ ଅଧିକ ତଦନ୍ତ ଜାରି ରଖିଥିବା ବିନିକା ଆଇଆଇସି ଅନିତା କିଡୋ ସୂଚନା ଦେଇଛନ୍ତି।Advertisment ସେ ଜଣେ କଂଗ୍ରେସ ନେତା ବିନିକା ବ୍ଲକ ଚରଦା ଗ୍ରାମର ମହେନ୍ଦ୍ର ଥନାପତି ଗତ ରାତିରେ ପାଣି ପମ୍ପରେ ଇଲେକ୍ଟ୍ରି ସଂଯୋଗ କରୁଥିବା ସମୟରେ ବିଦ୍ୟୁତ୍ ଆଘାତରେ ମୃତ୍ୟୁବରଣ କରିଛନ୍ତି।
ସେ ଜଣେ କଂଗ୍ରେସ ନେତା ଭାବେ ବେଶ ପରିଚିତ ଥିଲେ।
Vigilance: ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଜୟପୁର ଡେପୁଟି ଡିରେକ୍ଟର ମାଇନ୍ସ ସତ୍ୟଜିତ ରାଉତ, ଭିଜିଲାନ୍ସ ଦ୍ବାରା ଗିରଫ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।