06 JUNE 2026

Welcome!

Unlock your personalized experience.
Sign Up

Deadbody: ବିଲରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

Jun 04, 2026 - 12:52
Deadbody: ବିଲରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଆସିକା: ଗଞ୍ଜାମଜିଲ୍ଲା ଆସିକା ଥାନା ଖଣ୍ଡଦେଉଳି ଗ୍ରାମରେ ଅଭାବନୀୟ ଘଟଣା। ନିଛାଟିଆ ବିଲମାଳରୁ ଅନୁଜ ପ୍ରଧାନଙ୍କ ସ୍ତ୍ରୀ ଋତୁ ପ୍ରଧାନ (୩୭)ଙ୍କ ମୃତଦେହ ଉଦ୍ଧାର‌ ହୋଇଛି। ଆସିକା ପୁଲିସ ଓ ଆସିକା ଏସଡିପିଓ ପହଞ୍ଚି ତଦନ୍ତ ଜାରି‌ ରଖିଛନ୍ତି । ଋତୁକୁ କେହି ହତ୍ୟା କରି ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି । ପୁଲିସ ଋତୁଙ୍କ ସ୍ବାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି |

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।