Dead: କେରଳରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

Sep 20, 2026 - 19:41
Dead: କେରଳରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

"ବିଷମ କଟକ: ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଡୁକୁମ୍ ଗ୍ରାମର ଜଣେ ଯୁବକଙ୍କ କେରଳରେ ମୃତ୍ୟୁ ଘଟିଛି।

ମୃତ ବ୍ୟକ୍ତି ହେଲେ ଡୁକୁମ୍ ଗ୍ରାମର ରମେଶ କୁଶୁଲିଆଙ୍କ ପୁଅ ମିଲନ୍ କୁଶୁଲିଆ (୨୫)।

Advertisment ମିଲନ କେରଳର ଏକ କମ୍ପାନିରେ କାର୍ଯ୍ୟ କରୁଥିଲେ।

କୌଣସି କାରଣରୁ ଆଜି ସେ ବେକରେ ରଶି ଲଗାଇ ଜୀବନ ହାରିଛନ୍ତି।

ମିଲନ ଆତ୍ମହତ୍ୟା କରିଥିବା ସଂକ୍ରାନ୍ତରେ ତାଙ୍କ ଅନ୍ୟ ସହଯୋଗୀମାନେ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ।

ସୂଚନା ପାଇ ପରିବାର ଲୋକେ କେରଳ ଯାଉଛନ୍ତି।

ପରିବାର ଲୋକେ ପହଁଚିବା ପରେ ଶବବ୍ୟବଛେଦ କରି କେରଳ ପୁଲିସ୍ ପରିବାର ଲୋକଙ୍କୁ ଶବ ହସନ୍ତାନ୍ତର କରିବା ପରେ ଶବ ଡୁକୁମସ୍ଥିତ ବାସଭବନକୁ ଅଣାଯିବା ବୋଲି ସୁଚନା ମିଳିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)