Dead Body: କାଜୁ ତୋଟା ଭିତରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

Oct 20, 2026 - 13:52
Dead Body: କାଜୁ ତୋଟା ଭିତରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

"ବୁଗୁଡ଼ା: ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ବୁଗୁଡ଼ା-ମୋଟାବାଡି ରାସ୍ତା କଡ଼ କାଜୁ ତୋଟା ଭିତରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର l ମୃତକଙ୍କ ପରିଚୟ ମିଳିନାହିଁ l ମୃତକଙ୍କ ତଣ୍ଟି କଟା ଯାଇଥିବା ବେଳେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଘଟଣା ସ୍ଥଳରୁ ମୃତଦେହ ଜବତ କରିବା ସହ ଏକ ଫୋନ ଜବତ କରିଛି ବୁଗୁଡା ପୁଲିସ୍।Advertisment ମୃତକଙ୍କ ପରିଚୟ ଖୋଜୁଛି ପୁଲିସ୍ ଘଟଣାର ତଦନ୍ତ କରିବ ସହ ମୃତକଙ୍କ ପରିଚୟ ଖୋଜୁଛି ପୁଲିସ୍।

ଅନ୍ୟପଟେ ଆକ୍ରମଣକାରୀକୁ ଧରିବା ପାଇଁ ପୁଲିସ୍ ଚେଷ୍ଟା ଚଳାଇଥିବା ଜଣା ପଡିଛି l Arrested: ମାଆକୁ ମାରି ପ୍ଲାଷ୍ଟର କରିଦେବା ଘଟଣା: ୫୭ ଦିନ ପରେ ଝାଡ଼ଖଣ୍ଡରୁ ବନ୍ଧା ହେଲା ଅଭିଯୁକ୍ତ ପୁଅ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)