Cyber Fraud: କଂଗ୍ରେସ ନେତାଙ୍କୁ ଲୁଟିଲେ ରାହୁଲଙ୍କ ସେକ୍ରେଟାରୀ ! ଆକାଉଣ୍ଟରୁ ଖାଲି ହେଲା ୧୦ଲକ୍ଷ
"ନୂଆଦିଲ୍ଲୀ: ଚର୍ଚ୍ଚାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ।
୧୦ଲକ୍ଷ ଟଙ୍କା ଠକେଇରେ ରାହୁଲଙ୍କ ନାଁ ଆସିବା ପରେ ଏବେ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
କୁହାଯାଉଛି ଯେ, ରାହୁଲଙ୍କ ସେକ୍ରେଟାରୀ ବୋଲି କହି ହରିୟାଣା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୀବଙ୍କୁ ଠକିଥିଲେ ଠକ।
ଘଟଣାଟି ଜାନୁଆରି ୨୪ରେ ଘଟିଥିବା ବେଳେ ଏବେ ସେ ଏହାର ଅଭିଯୋଗ କରିଛନ୍ତି।
ହ୍ବାଟସଆପ କଲ୍ ଜରିଆରେ ଠକାମିର ଆରମ୍ଭ ହୋଇଥିବା ସେ ପୁଲିସକୁ କହିଛନ୍ତି।Advertisment "