Cricket: ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ ଘୋଷିତ; ସାମିଙ୍କୁ ପୁଣି ମିଳିଲାନି ସ୍ଥାନ

Oct 16, 2026 - 23:15
Cricket: ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ ଘୋଷିତ; ସାମିଙ୍କୁ ପୁଣି ମିଳିଲାନି ସ୍ଥାନ

"ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତୀ ଦିନିକିଆ ଏବଂ ଟେଷ୍ଟ ଟିମ୍‌ ଶୁକ୍ରବାର ସନ୍ଧ୍ୟାରେ ଘୋଷଣା ହୋଇଛି।

ଟି-୨୦ ଅନ୍ତର୍ଜାତୀୟ ଶୃଙ୍ଖଳା ଶେଷ ହେଲା ପରେ ଭାରତ ଏବଂ ନ୍ୟୁଜିଲାଣ୍ଡ ୫ଟି ଦିନିକିଆ ଏବଂ ୨ଟି ଟେଷ୍ଟ ମ୍ୟାଚ୍‌ ଖେଳାଯିବ।

ଦିନିକିଆ ଶୃଙ୍ଖଳାର ପ୍ରଥମ ୩ଟି ମ୍ୟାଚରେ ଶୁଭମନ ଗିଲ ଭାରତୀୟ ଟିମ୍‌ର ଅଧିନାୟକ ଭୂମିକା ତୁଲାଇବେ।

ଶ୍ରେୟସ ଆୟର ଉପଅଧିନାୟକ ହେବେ।

ଆସନ୍ତା ନଭେମ୍ବର ୪ରୁ ଦିନିକିଆ ଶୃଙ୍ଖଳା ଆରମ୍ଭ ହେବ। ‌ନଭେମ୍ବର ୧୯ରୁ ଟେଷ୍ଟ ଶୃଙ୍ଖଳା ଆରମ୍ଭ ହେବ।

Advertisment 🚨 News 🚨#TeamIndia"s ODI and Test squads for New Zealand tour announced 📝Captain Shubman Gill will lead the side for the first 3️⃣ ODIs, before Shreyas Iyer takes charge for the last 2️⃣ matches.More details ▶️ https://t.co/npwxUYlb1N#NZvIND pic.twitter.com/3ckm7ixgEN — BCCI (@BCCI) October 16, 2026 "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)