Cricket: ଅଷ୍ଟ୍ରେଲୀୟ ଯୁବ ଦଳରେ ଭାରତୀୟ ବଂଶୋଦ୍ଭବ ନୀଲ୍
"ସିଡନି:ଭାରତୀୟ ବଂଶୋଦ୍ଭବ ଯୁବ କ୍ରିକେଟର ନୀଲ ପଟେଲଙ୍କ କ୍ରିକେଟ୍ କ୍ୟାରିୟରକୁ ବଡ଼ ପ୍ରୋତ୍ସାହନ ମିଳିଛି।
ଭାରତ ଗସ୍ତରେ ଆସିବାକୁ ଥିବା ଅଷ୍ଟ୍ରେଲିଆର ୧୯ ବର୍ଷରୁ କମ୍ ଦଳରେ ସେ ସ୍ଥାନ ପାଇଛନ୍ତି।
ସେପ୍ଟେମ୍ବର ୧୩ରୁ ଅକ୍ଟୋବର ୯ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଗସ୍ତରେ ଏହି ଅଷ୍ଟ୍ରେଲିଆ ଯୁବ ଦଳ ଭାରତ ବିପକ୍ଷରେ ତିନୋଟି ଦିନିକିଆ ଓ ଦୁଇଟି ଚାରିଦିନିଆ ମ୍ୟାଚ୍ ଖେଳିବ।
ଏହି ସବୁ ମ୍ୟାଚ୍ ରାଜକୋଟ ଓ ଅହମ୍ମଦାବାଦରେ ଅନୁଷ୍ଠିତ ହେବ।
ଅଷ୍ଟ୍ରେଲିଆରେ ନୀଲ୍ ନ୍ୟୁ ସାଉଥ୍ ଓ୍ବେଲ୍ସ ପକ୍ଷରୁ ପ୍ରତିନିଧିତ୍ବ କରନ୍ତି।
ଏହି ଆଞ୍ଚଳିକ ଦଳ ପକ୍ଷରୁ ସେ ବ୍ୟାଟିଂ ଓପନ୍ କରିବା ସହ ଅଫ୍ସ୍ପିନ ବୋଲିଂ ମଧ୍ୟ କରନ୍ତି।Advertisment ମ୍ୟାଚ୍ ରାଜକୋଟ ଓ ଅହମ୍ମଦାବାଦରେ ଅନୁଷ୍ଠିତ ସେପ୍ଟେମ୍ବର ୧୩ରୁ ଅକ୍ଟୋବର ୯ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଗସ୍ତରେ ଏହି ଅଷ୍ଟ୍ରେଲିଆ ଯୁବ ଦଳ ଭାରତ ବିପକ୍ଷରେ ତିନୋଟି ଦିନିକିଆ ଓ ଦୁଇଟି ଚାରିଦିନିଆ ମ୍ୟାଚ୍ ଖେଳିବ।
ଏହି ସବୁ ମ୍ୟାଚ୍ ରାଜକୋଟ ଓ ଅହମ୍ମଦାବାଦରେ ଅନୁଷ୍ଠିତ ହେବ।
ଅଷ୍ଟ୍ରେଲିଆରେ ନୀଲ୍ ନ୍ୟୁ ସାଉଥ୍ ଓ୍ବେଲ୍ସ ପକ୍ଷରୁ ପ୍ରତିନିଧିତ୍ବ କରନ୍ତି।
ଏହି ଆଞ୍ଚଳିକ ଦଳ ପକ୍ଷରୁ ସେ ବ୍ୟାଟିଂ ଓପନ୍ କରିବା ସହ ଅଫ୍ସ୍ପିନ ବୋଲିଂ ମଧ୍ୟ କରନ୍ତି।
Mirabai Chanu: ମୀରାବାଈଙ୍କ ଅଧୁରା ସ୍ବପ୍ନ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।