Cricket Controversy: ଅନ୍ଧାର ହୋଇଯିବ ଟିମ୍ ଇଣ୍ତିଆର ଭବିଷ୍ୟତ, ରୋ-କୋ ଯୋଡ଼ିଙ୍କୁ ବିଦା ପାଇଁ ଚାଲିଛି ପ୍ଲାନିଂ !

Jul 20, 2026 - 08:35
Cricket Controversy: ଅନ୍ଧାର ହୋଇଯିବ ଟିମ୍ ଇଣ୍ତିଆର ଭବିଷ୍ୟତ, ରୋ-କୋ ଯୋଡ଼ିଙ୍କୁ ବିଦା ପାଇଁ ଚାଲିଛି ପ୍ଲାନିଂ !

"ଟିମ୍ ଇଣ୍ତିଆରେ ବଡ଼ ହଲଚଲ ।

ପୁରୁଖା ଖେଳାଳିଙ୍କୁ ଅବସର ନେବା ପାଇଁ କରାଯାଉଛି ଵାଧ୍ୟ ।

ଲିଷ୍ଟରେ ପ୍ରଥମରେ ଅଛନ୍ତି ପୂର୍ବତନ କ୍ୟାପ୍ଟେନ୍ ରୋହିତ ଶର୍ମା ।

ରବିବାର ଲର୍ଡସରେ ରୋହିତ ନିଜର ଶେଷ ମ୍ୟାଚ୍ ଖେଳିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏହାକୁ ଖଣ୍ତନ କରିଛି ବିସିସିଆଇ ।

କିନ୍ତୁ ରୋହିତଙ୍କ ପକ୍ଷରୁ କିଛି ପ୍ରତିକ୍ରିୟା ମିଳିନାହିଁ ।

ରୋହିତଙ୍କ ପରେ ଵିରାଟ କୋହଲି ଏବଂ ରବିନ୍ଦ୍ର ଜାଡେଜାଙ୍କୁ ମଧ୍ୟ ଅବସର ନେବାକୁ ବାଧ୍ୟ କରାଯାଉଥିବା ଚର୍ଚ୍ଚା ହେଉଛି ।

ଏହି ୩ ଜଣଙ୍କୁ ୨୦୨୭ ବିଶ୍ବକପ୍ ପାଇଁ ଦଳରେ ରଖିବା ଯୋଜନା ନଥିବା ନେଇ ମ୍ୟାନେଜମେଣ୍ଟ ପକ୍ଷରୁ ମଧ୍ୟ ସ୍ପଷ୍ଟ କରାଯାଇଥିବା କୁହାଯାଉଛି ।

ଏହା ପଛର ମୁଖ୍ୟ ଷଡ଼ଯନ୍ତ୍ରକାରୀ କୋଚ୍ ଗୌତମ ଗମ୍ଭୀର ବୋଲି କୁହାଯାଉଛି ।

ତେବେ ଏହା କେତେ ସତ..ଆସନ୍ତୁ ଜାଣିବା..Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।