Central African Republic: ସୁନାରେ ଖଣିରେ ଭୂସ୍ଖଳନ: ଚାପି ହୋଇଗଲେ ଶହଶହ ଶ୍ରମିକ
"ନୂଆଦିଲ୍ଲୀ: କେନ୍ଦ୍ରୀୟ ଆଫ୍ରିକୀୟ ଗଣରାଜ୍ୟର ଏକ ବେଆଇନ ସୁନା ଖଣିରେ କାମ କରୁ୍ଥିବା ଶହ ଶହ ଶ୍ରମିକ ଭଗ୍ନାବଶେଷ ତଳେ ପୋତି ହୋଇଯାଇଛନ୍ତି।
ହଠାତ୍ ଭୂସ୍ଖଳନ ଯୋଗୁଁ ଅତି କମରେ ଘଟଣାସ୍ଥଳଳରେ ୧୦୦ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ ହୋଇଛି।
ବର୍ତ୍ତମାନ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ଉଦ୍ଧାରକାରୀ ଦଳଗୁଡ଼ିକ ଭଗ୍ନାବଶେଷ ତଳେ ଫସି ରହିଥିବା ଲୋକଙ୍କୁ ଯୁଦ୍ଧକାଳୀନଭିତ୍ତିରେ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି।
ଏହି ଘଟଣା ଜାମ୍ବୋୟେ ଖଣି ସାଇଟରେ ଘଟିଛି ।
ଯାହା ମଧ୍ୟ ଆଫ୍ରିକୀୟ ସହର ବାବୋଆଠାରୁ ପ୍ରାୟ ୫୦ କିଲୋମିଟର ଦୂରରେ ଅବସ୍ଥିତ ।
ଯେଉଁଠାରେ ଶହ ଶହ ଶ୍ରମିକ ଖଣିରେ ଖୋଲା ଗର୍ତ୍ତରେ କାମ କରୁଥିଲେ।Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
