Bullock Smashed Car: ଦାମୀ କାରକୁ ଭାଙ୍ଗି ଚୁରମାର କଲା ଷଣ୍ଢ

Oct 11, 2026 - 17:50
Bullock Smashed Car: ଦାମୀ କାରକୁ ଭାଙ୍ଗି ଚୁରମାର କଲା ଷଣ୍ଢ

"ଥରେ ଭାବନ୍ତୁ ତ ଆପଣ ରାସ୍ତାକଡ଼ରେ ନିଜର ଦାମୀ କାର୍‌ଟିକୁ ପାର୍କିଂ କରିଛନ୍ତି।

ହେଲେ ହଠାତ୍ କେଉଁଠୁ ଏକ ବିରାଟକାୟ ଷଣ୍ଢ ଆସି ଆପଣଙ୍କ କାର୍ ଉପରେ ଆକ୍ରମଣ କରୁଛି।

କିଛି ବୁଝିବା ପୂର୍ବରୁ ଆଖି ଆଗରେ ଆପଣଙ୍କର ଦାମୀ କାର୍‌ଟି ଭାଙ୍ଗିରୁଜି ଯାଉଛି।

ହେଲେ ଅସହାୟ ହୋଇ କେବଳ ଦେଖିବା ଛଡ଼ା ଆପଣ ଆଉ କିଛି କରିପାରୁ ନାହାନ୍ତି।

ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଗୋଟିଏ ଭାରୀ କାରକୁ ଷଣ୍ଢଟି ନିଜ ଶିଙ୍ଗରେ ଧକ୍କା ଦେଇ ଠେଲି ନେଉଥିବା ଭାଇରାଲ ଭିଡିଓରେ ଦେଖାଯାଇଛି ।Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)