Brother Killed Brother: Police Crack Jatni Murder Case, Accused Arrested
#ହତ୍ୟାକାଣ୍ଡର_ପର୍ଦ୍ଦାଫାସ #ଭାଇକୁ_ମାରିଥିଲା_ଭାଇ
ଜଟଣୀ ଖୁଦୁପୁରୀ ଠାରେ ଘଟିଥିବା ହତ୍ୟା ଘଟଣାର ପର୍ଦ୍ଦାଫାସ । ମାର୍କଣ୍ଡ ବଳିଆର ସିଂଙ୍କୁ ହତ୍ୟା କରିଥିଲା ନିଜ ସମ୍ପର୍କୀୟ ଭାଇ ମହେଶ୍ବର ହରିଚନ୍ଦନ । ପୂର୍ବରୁ ରାଗ ରଖି ଯୋଜନାବଦ୍ଧ ଭାବେ ହତ୍ୟା କରିଥିଲା ଅଭିଯୁକ୍ତ । ପୂର୍ବରୁ ବାରମ୍ବାର ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା। ସେହି ରାଗରେ ମହେଶ୍ବର ସମ୍ପର୍କୀୟ ଦାଦା ପୁଅ ଭାଇକୁ ହତ୍ୟା କରିଥିବା ଡିସିପି ସୂଚନା ଦେଇଛନ୍ତି। ମାର୍କେଣ୍ଡକୁ ହତ୍ୟା କରିବା ପରେ ପୋଲିସ ଆଗରେ ବାହାନା କରିଥିଲା ମହେଶ୍ବର। କିନ୍ତୁ ପୋଲିସର ସନ୍ଧେହ ହେବାରୁ ଥାନାରେ ଅଟକ ରଖି ପଚରାଉଚରା କରାଯାଇଥିଲା। ଏହି ସମୟରେ ସବୁ ସତ ମାନିଛି ମହେଶ୍ବର। ଏବଂ କିଭଳି ହତ୍ୟା କରିଥିଲା ତାର ସିନ୍ ରିକ୍ରିଏସନ କରିବା ସହିତ ଘଟଣା ସ୍ଥଳରେ ବ୍ୟବହୃତ ଛୁରୀ ମଧ୍ୟ ଜବତ କରିଛି ପୋଲିସ।
#JatniMurderCase#CrimeNews#BreakingNews#OdishaNews#Jatni#PoliceInvestigation#MurderMystery#Khordha#BrotherKilledBrother#OdishaTV#OTV
Police have cracked the murder case reported from Khudupuri in Jatni, revealing that the victim, Markanda Baliarsingh, was allegedly killed by his relative Maheswar Harichandan. According to police, the accused had been nursing a grudge and carried out the murder in a pre-planned manner following repeated disputes between the two relatives.
The DCP said Maheswar initially tried to mislead investigators after the murder. However, police grew suspicious and detained him for questioning, during which he allegedly confessed to the crime. The accused also recreated the crime scene, while police seized the knife reportedly used in the murder from the spot.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।