Bridge Collapsed: ଲଗାଣ ବର୍ଷାରେ ଭାଙ୍ଗିଗଲା ପୋଲ,  ଯାତାୟତ ବାଧାପ୍ରାପ୍ତ

Jul 06, 2026 - 15:33
Bridge Collapsed: ଲଗାଣ ବର୍ଷାରେ ଭାଙ୍ଗିଗଲା ପୋଲ,  ଯାତାୟତ ବାଧାପ୍ରାପ୍ତ

"ଦଶପଲ୍ଲା: ଲଗାଣ ବର୍ଷାରେ ଭାଙ୍ଗିଗଲା ପୋଲ।

ଦଶପଲ୍ଲା ବ୍ଲକ ଘୋଳାହାଣ୍ଡି ପଞ୍ଚାୟତର ଆଦିବାସୀ ବହୁଳ ନାରଦିଗୋଛା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାରେ ଏଭଳି ଘଟଣା ଦେଖିବାକୁ ମିଳିଛି।

ଫଳରେ ଗ୍ରାମବାସୀଙ୍କ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇ ପଡିଛି ।

ଏହି ରାସ୍ତାଦେଇ ୩/୪ ଟି ଗ୍ରାମର ଅଧିବାସୀ ଯାତାୟତ କରିଥାନ୍ତି।

Advertisment ବ୍ଲକ ସମ୍ମୁଖରେ ଧାରଣା ପୂର୍ବରୁ ପୋଲଟି ଅସୁରକ୍ଷିତ ଅବସ୍ଥାରେ ରହିବା ସହ ଅଧା ଭାଙ୍ଗିଥିଲା ।

ଏହି ପୋଲ ଓ ରାସ୍ତା ପାଇଁ ଗତ ବର୍ଷ ଗ୍ରାମବାସୀ ବ୍ଲକ ସମ୍ମୁଖରେ ଧାରଣା ଦେଇଥିଲେ।

ହେଲେ ବ୍ଲକ ପ୍ରଶାସନ ଦେଇଥିବା ପ୍ରତିଶ୍ରୁତି ଏଯାଏ କାର୍ଯ୍ୟକାରୀ ହୋଇ ପାରିନି।

Baitarani River: ବଢ଼ୁଛି ଆଖୁଆପଦାଠାରେ ବୈତରଣୀ ନଦୀର ଜଳସ୍ତର, ଲୋକଙ୍କୁ ସତର୍କ କରୁଛି ପ୍ରଶାସନ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।