Big Action in Tiger Killing Case: ବାଘ ମୃତ୍ୟୁ ମାମଲାରେ ବଡ଼ ଆକ୍ସନ, ବନ୍ଧାହେଲେ ହେଲେ ୨ କୁଖ୍ୟାତ ଶିକାରୀ
କବିସୂର୍ଯ୍ୟନଗର ବାଘ ମୃତ୍ୟୁ ମାମଲାରେ ବନ ବିଭାଗର ବଡ଼ ଆକ୍ସନ। ବନ୍ଧାହେଲେ ହେଲେ ୨ କୁଖ୍ୟାତ ଶିକାରୀ । ରାତିଅଧରେ କରାଗଲା କୋର୍ଟ ଚାଲାଣ। ଗିରଫ ଅଭିଯୁକ୍ତ ହେଲେ ବଳରାମ ଭୂୟାଁ ଓ ରବୀନ୍ଦ୍ର ଗୌଡ଼ । ଉଭୟଙ୍କ ନିକଟରୁ ବିପୁଳ ପରିମାଣର ବିଦ୍ୟୁତ ତାର ସହିତ ଶିକାର ଉପକରଣ ସହିତ ୨ଟି କୃଷ୍ଣସାର ମୃଗ ଶିଙ୍ଗ, ୮ଟି ବାରହା ଦାନ୍ତ ଜବତ ହୋଇଛି ।
ଦୁଇଦିନ ତଳେ ଜରଡ଼ ଗାଁ ଜଙ୍ଗଲରେ ଗଛ ଉପରୁ କଲରାପତରିଆ ବାଘର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ଫାଶରେ ପଡ଼ି ବାଘଟିର ମୃତ୍ୟୁ ହୋଇଥିବା ତଦନ୍ତରୁ ସ୍ପଷ୍ଟ ହୋଇଥିଲା।
କବିସୂର୍ଯ୍ୟନଗର ବାଘ ମୃତ୍ୟୁ ମାମଲାରେ ବଡ଼ ଆକ୍ସନ
ବନ୍ଧାହେଲେ ହେଲେ ୨ କୁଖ୍ୟାତ ଶିକାରୀ
ରାତିଅଧରେ କରାଗଲା କୋର୍ଟ ଚାଲାଣ
ଗିରଫ ଅଭିଯୁକ୍ତ ବଳରାମ ଭୂୟାଁ ଓ ରବୀନ୍ଦ୍ର ଗୌଡ଼
ବିପୁଳ ପରିମାଣର ଶିକାର ଉପକରଣ ଜବତ
୨ଟି କୃଷ୍ଣସାର ମୃଗ ଶିଙ୍ଗ, ୮ଟି ବାରହା ଦାନ୍ତ ଜବତ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।