Bhadrak Collector ସୋମେଶ କୁମାର ଉପାଧ୍ୟାୟ ଭଦ୍ରକର ନୂତନ ଜିଲ୍ଲାପାଳ

Jul 30, 2026 - 19:13
Bhadrak Collector ସୋମେଶ କୁମାର ଉପାଧ୍ୟାୟ ଭଦ୍ରକର ନୂତନ ଜିଲ୍ଲାପାଳ

"ଭଦ୍ରକ: ଶ୍ରୀ ସୋମେଶ କୁମାର ଉପାଧ୍ୟାୟ (ଆଇଏଏସ ) ଭଦ୍ରକ ଜିଲ୍ଲାରେ ନୂତନ ଜିଲ୍ଲାପାଳ ଭାବରେ ଯୋଗଦେବେ ।

ଆସନ୍ତାକାଲି ( ଜୁଲାଇ  ୩୧) ଭଦ୍ରକରେ  ଜିଲ୍ଲାପାଳ ଥିବା ଶ୍ରୀ  ଦିଲୀପ କୁମାର ରାଉତରାୟ ଅବସର ନେଉଛନ୍ତି।

ଶ୍ରୀ ରାଉତରାୟଙ୍କ ସ୍ଥାନରେ ନୂତନ ଭାବରେ ଭଦ୍ରକ ଜିଲ୍ଲାପାଳ ଭାବେ ଶ୍ରୀ ଉପାଧ୍ୟାୟଙ୍କୁ ରାଜ୍ୟ ସରକାର ନିଯୁକ୍ତି ପ୍ରଦାନ କରିଛନ୍ତି ।

Advertisment Bhadrak Collector Bicycle ଆଗରୁ ଚାଷୀ ବେଶରେ ମଣ୍ଡିରେ ପହଞ୍ଚିଥିଲେ, ଆଜି ସାଇକେଲ୍‌ ଚଢ଼ି କାର୍ଯ୍ୟାଳୟକୁ ଆସିଲେ ଭଦ୍ରକ ଜିଲ୍ଲାପାଳଶ୍ରୀ ଉପାଧ୍ୟାୟ ଏବେ ରାଜ୍ୟ ଟ୍ୟାକ୍ସଟାଇଲ ଓ ହ୍ୟାଣ୍ଡଲୁମ ବିଭାଗର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି ।

ତାଙ୍କୁ ନୂତନ ଭାବରେ  ଭଦ୍ରକ  ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଭାବରେ ରାଜ୍ୟ ସରକାର  ନିଯୁକ୍ତି  ଦେଇଛନ୍ତି ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।