Baleswar Jailor Suspended : ବାଲେଶ୍ୱର ଜେଲର୍ ପ୍ରଦୀପ୍ତ କୁମାର ମହାଳିକ ନିଲମ୍ବିତ, ସୁରକ୍ଷା ଅବହେଳା ଓ ନିୟମ ଉଲ୍ଲଂଘନ ଅଭିଯୋଗ

Oct 13, 2026 - 14:47
Baleswar Jailor Suspended : ବାଲେଶ୍ୱର ଜେଲର୍ ପ୍ରଦୀପ୍ତ କୁମାର ମହାଳିକ ନିଲମ୍ବିତ, ସୁରକ୍ଷା ଅବହେଳା ଓ ନିୟମ ଉଲ୍ଲଂଘନ ଅଭିଯୋଗ

"ବାଲେଶ୍ଵର:  ବାଲେଶ୍ଵର ଜେଲର ଜେଲର୍ ପ୍ରଦୀପ୍ତ କୁମାର ମହାଳିକ ନିଲମ୍ବିତ।

ନିଲମ୍ବନ କରିଛନ୍ତି ଜେଲ୍ ଡିଜି ସୁଶାନ୍ତ ନାଥ।

କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ୱନ କରାଯାଇଥିବା ସୂଚନା।

ଜେଲ୍‌ରେ ସୁରକ୍ଷା ଅବହେଳା ଓ ବିଭାଗୀୟ ନିୟମ ଉଲ୍ଲଂଘନ ଅଭିଯୋଗରେ ନିଲମ୍ବନ କରାଯାଇଥିବା ଜଣାପଡିଛି।Advertisment ପ୍ରାଥମିକ ତଦନ୍ତ ଏବଂ ବିଭାଗୀୟ ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ତଦନ୍ତରୁ ଜଣାପଡ଼ିଥିବା ତଥ୍ୟ ଅନୁଯାୟୀ, ସମ୍ପୃକ୍ତ ଜେଲ୍ ଅଧିକାରୀଙ୍କ ବିରୋଧରେ ସୁରକ୍ଷା ବ୍ୟବସ୍ଥା ପ୍ରତି ଅବହେଳା, ବିଭାଗୀୟ ନିର୍ଦ୍ଦେଶାବଳୀ ପାଳନ ନକରିବା ଏବଂ ଜେଲ୍‌ର ପ୍ରଶାସନିକ ପରିଚାଳନାରେ ବିଶୃଙ୍ଖଳା ଭଳି ସଙ୍ଗୀନ ଅଭିଯୋଗ ରହିଛି।

ନିଲମ୍ବନ ଆଦେଶ ଜାରି ହେବା ପରେ ସମ୍ପୃକ୍ତ ଅଧିକାରୀଙ୍କୁ ପୂର୍ବ ଅନୁମତି ବିନା ନିର୍ଦ୍ଧାରିତ ମୁଖ୍ୟାଳୟ ଛାଡ଼ି ନଯିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

ଏଥିସହ ଘଟଣାର ଅଧିକ ତଦନ୍ତ ପାଇଁ ଏକ ବ୍ୟାପକ ବିଭାଗୀୟ ତଦନ୍ତ ଆରମ୍ଭ କରାଯାଇଛି।

October 13 Connection: ଅଶୋକ କୁମାର ଓ କିଶୋର କୁମାରଙ୍କ ବିଶେଷ ସଂଯୋଗ, ଜଣଙ୍କ ଜନ୍ମଦିନ ତ ଅନ୍ୟ ଜଣଙ୍କ ଶ୍ରାଦ୍ଧବାର୍ଷିକୀ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)