Asian Para Games: ସଟ୍‌ପୁଟ୍‌ରେ ପଦକ ପୋଛିନେଲା ଭାରତ

Oct 21, 2026 - 13:36
Asian Para Games: ସଟ୍‌ପୁଟ୍‌ରେ ପଦକ ପୋଛିନେଲା ଭାରତ

"ନା‌ଗୋୟା: ଚଳିତ ଏସୀୟ ପାରା କ୍ରୀଡ଼ରେ ବୁଧବାର ପୁରୁଷ ସଟ୍‌ପୁଟ୍‌ ଏଫ୍‌୪୬ରେ ଭାରତ ସବୁତକ ପଦକ ପୋଛି ନେଇ ଐତିହାସିକ ସଫଳତା ପାଇଛି।

ସଚିନ ସର୍ଜେରାଓ ଖିଲାରି ଗେମ୍‌ ରେକର୍ଡ ସହ ସ୍ବର୍ଣ୍ଣ ଜିତିଥିଲା ବେଳେ ମହମ୍ମଦ ୟାସିର ରୌପ୍ୟ ଓ ପ୍ରବୀଣ କାଂସ୍ୟ ପାଇଥିଲେ।

ସଚିନ ୧୫.୮୭ ମିଟର ସଟ୍‌ପୁଟ୍‌ ଫିଙ୍ଗି ଗେମ୍‌ ରେକର୍ଡ (୧୫.୬୭ ମିଟର) ଭାଙ୍ଗି ପ୍ରଥମ ସ୍ଥାନ ଅଧିକାର କରିଥିଲେ।

ତାଙ୍କ ପଛକୁ ୟାସିର (୧୫.୦୬) ଓ ପ୍ରବୀଣ (୧୪.୯୪) ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହି ପୋଡିୟମ୍‌ ଫିନିସ୍‌ କରିଥିଲେ।Advertisment Asian Para Games: ପାରା ଏସୀୟ କ୍ରୀଡ଼ା: ପାୟଲଙ୍କୁ ରୌପ୍ୟ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)