Asian Games: ବ୍ୟାଡ୍‌ମିଣ୍ଟନ କ୍ବାର୍ଟରରେ ଭାରତୀୟ ମହିଳା

Sep 20, 2026 - 14:07
Asian Games: ବ୍ୟାଡ୍‌ମିଣ୍ଟନ କ୍ବାର୍ଟରରେ ଭାରତୀୟ ମହିଳା

"ଭାରତୀୟ ମହିଳା ବ୍ୟାଡ୍‌ମିଣ୍ଟନ୍‌ ଦଳ ଚଳିତ ଏସିଆ କ୍ରୀଡ଼ା  କ୍ବାର୍ଟରଫାଇନାଲ୍‌ରେ ପ୍ରବେଶ କରିଛି।

ରବିବାର ପ୍ରିକ୍ବାର୍ଟରଫାଇନାଲ୍‌ରେ ପିଭି ସିନ୍ଧୁ, ଉନ୍ନତି ହୁଦା ଓ ତନ୍ବୀ ଶର୍ମାଙ୍କୁ ନେଇ ଗଠିତ ଭାରତୀୟ ଦଳ ୩-୦ରେ କାଜାଖସ୍ତାନକୁ ପରାସ୍ତ କରିଛି।

୨ ଅଲିମ୍ପିକ୍ସ ପଦକ ବିଜୟିନୀ ସିନ୍ଧୁ ସିଧାସଳଖ ୨୧-୭, ୨୧-୯ ଗେମ୍‌ରେ କାମିଲା ସ୍ମାଗୁଲୋଭାଙ୍କୁ ହରାଇ ଭାରତକୁ ପ୍ରଥମ ବିଜୟ ଦେଇଥିଲେ।Advertisment ପ୍ରିକ୍ବାର୍ଟରଫାଇନାଲ୍‌ରେ ଭାରତର ସହଜ ବିଜୟ ଏହାପରେ ଉନ୍ନତି ୨୧-୭, ୨୧-୧୦ରେ ଆଲିସା କୁଲେଶୋଭାଙ୍କୁ ଏବଂ ଶେଷରେ ତନ୍ବୀ ଶର୍ମା ୨୧-୫, ୨୧-୧୦ରେ ଡିଆନା ନାମେନୋଭାଙ୍କୁ ପରାସ୍ତ କରି ଦଳକୁ ୩-୦ ବିଜୟ ଭେଟି ଦେଇଥ‌ଲେ।

କ୍ବାର୍ଟରଫାଇନାଲ୍‌ରେ ଭାରତ ପ୍ରଥମ ରାଉଣ୍ଡରେ ବାଇ ପାଇଥିବା ଦ୍ବିତୀୟ ମାନ୍ୟତାପ୍ରାପ୍ତ ଜାପାନକୁ ସୋମବାର ଭେଟିବ।

୧୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ ଫାଇନାଲ୍‌ରେ ଋଷଭ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)