Arshdeep Singh: ଶ୍ରୀନାଥ, ସାମିଙ୍କ କ୍ଲବ୍‌ରେ ଅର୍ଶଦୀପ

Nov 04, 2026 - 14:33
Arshdeep Singh: ଶ୍ରୀନାଥ, ସାମିଙ୍କ କ୍ଲବ୍‌ରେ ଅର୍ଶଦୀପ

ଅକ୍‌ଲାଣ୍ଡ: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଅର୍ଶଦୀପ ସିଂହ ୪ ୱିକେଟ୍‌ ନେଇ ଭାରତୀୟ କିଂବଦନ୍ତି ଜାଭଗଲ ଶ୍ରୀନାଥ ଓ ମହମ୍ମଦ ସାମିଙ୍କ କ୍ଲବ୍‌ରେ ସାମିଲ ହୋଇଛନ୍ତି।

ଶ୍ରୀନାଥ ଓ ସାମିଙ୍କ ପରେ ସେ ତୃତୀୟ ଭାରତୀୟ ଦ୍ରୁତ ବୋଲର ଭାବେ ନ୍ୟୁଜିଲାଣ୍ଡରେ ଏହି ସଫଳତା ପାଇଛନ୍ତି।

ତାଙ୍କ ୧୦ ଓଭରରେ ୪/୭୦ ସ୍ପେଲ୍‌ ନ୍ୟୁଜିଲାଣ୍ଡରେ ଭାରତୀୟ ଦ୍ରୁତ ବୋଲରଙ୍କ ମଧ୍ୟରେ ଚତୁର୍ଥ ଶ୍ରେଷ୍ଠ।

Advertisment ପ୍ରଥମ ସ୍ଥାନରେ ଦୁଇ ସ୍ଥାନରେ ଶ୍ରୀନାଥ (୪/୨୩, ଅକଲାଣ୍ଡ, ୨୦୨୩ ଓ ୪/୫୨, ନାପିଏର ୧୯୯୫) ରହିଥିଲା ବେଳେ ସାମି (୪/୫୫, ନାପିଏର, ୨୦୧୪) ତୃତୀୟରେ ରହିଛନ୍ତି।

ଭାରତୀୟ ଭାବେ ନ୍ୟୁଜିଲାଣ୍ଡରେ ଶ୍ରେଷ୍ଠ ବୋଲିଂ ଫିଗର ସ୍ପିନ୍‌ କିଂବଦନ୍ତି ଅନୀଲ କୁମ୍ବଲେ (୫/୩୩, ୱେଲିଂଟନ୍‌, ୧୯୯୪)ଙ୍କ ନାଁରେ ରହିଛନ୍ତି।

Cricket: ରଗ୍‌ବି କିଂବଦନ୍ତି ମିଲାମୁଙ୍କୁ ଭେଟିଲେ ଗିଲ୍‌, କୋହଲି, ରୋହିତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)