Arrested: ଶିମିଳିପାଳ ଅଭୟାରଣ୍ୟରୁ ୪ ଶିକାରୀ ଗିରଫ

Jul 24, 2026 - 12:14
Arrested: ଶିମିଳିପାଳ ଅଭୟାରଣ୍ୟରୁ ୪ ଶିକାରୀ ଗିରଫ

"ବାରିପଦା: ଶିମିଳିପାଳ ବନ୍ୟପ୍ରାଣୀ ଅଭୟାରଣ୍ୟରେ ବନ୍ୟପ୍ରାଣୀ ଶିକାର ପାଇଁ ବେଆଇନ ଅନୁପ୍ରବେଶ କରୁଥିବା ୪ ଜଣ ଶିକାରୀଙ୍କୁ ଶିମିଳିପାଳ ଦକ୍ଷିଣ ପଶ୍ଚିମ ବନ୍ୟପ୍ରାଣୀ ଡିଭିଜନର କର୍ମଚାରୀମାନେ ଗିରଫ କରିଛନ୍ତି।

ଶିକାରୀମାନଙ୍କୁ ଏଆଇ ଟ୍ରେଲଗାର୍ଡ କ୍ୟାମେରାରେ କଏଦ କରାଯାଇଥିଲା ଏବଂ ସିମିଳିପାଳ ବ୍ୟାଘ୍ର ସୁରକ୍ଷା ବାହିନୀ ସମେତ ଏନଫୋର୍ସମେଣ୍ଟ ଦଳ ଦ୍ୱାରା ସକ୍ରିୟ ଏନଫୋର୍ସମେଣ୍ଟ ମାଧ୍ୟମରେ ଗିରଫ କରାଯାଇଥିଲା।Advertisment ଅଭିଯୁକ୍ତମାନଙ୍କ ଜାମିନ ଆବେଦନ ଖାରଜ ସେମାନଙ୍କ ନିକଟରୁ ୨ ଟି ହାତ ତିଆରି ବନ୍ଧୁକ, ଗନ୍ ପାଉଡର, ୨ ଟି ହେଡ ଟର୍ଚ୍ଚ ଏବଂ ଅନ୍ୟାନ୍ୟ ନିଷିଦ୍ଧ ଜିନିଷ ଜବତ କରାଯାଇଥିଲା ଏବଂ ଶିକାରକୁ ରୋକାଯାଇଥିଲା।

ପୋଡାଡିହା ବନ୍ୟପ୍ରାଣୀ ରେଞ୍ଜରେ ଏକ ମାମଲା ରୁଜୁ କରାଯାଇଛି।

ଅଭିଯୁକ୍ତମାନଙ୍କ ଜାମିନ ଆବେଦନ ଖାରଜ ହେବା ପରେ ସେମାନଙ୍କୁ ଜେଲ ହାଜତକୁ ପଠାଯାଇଛି।

ତଦନ୍ତ ଚାଲିଛି।

ଅଭିଯୁକ୍ତ ବ୍ୟକ୍ତି: (୧) ଫାଗୁରାମ ଟୁଡୁ (୨୩) (୨) ରାମ ଚନ୍ଦ୍ର କିସ୍କୁ, (୫୬) (3) ରଂଜନ କିସ୍କୁ, (୨୬) (୪) ବିଶ୍ବନାଥ ହାଁସଦା (୬୫) Encounter: ଦୁର୍ଦାନ୍ତ ଅପରାଧୀ କାଳିଆକୁ ଏନକାଉଣ୍ଟର୍ କଲା ଗଞ୍ଜାମ ପୁଲିସ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।