Annual Day: ଶ୍ରୀ ଧୁତପାପେଶ୍ବରର ପ୍ରତିଷ୍ଠା ଦିବସ

Jul 09, 2026 - 01:15
Annual Day: ଶ୍ରୀ ଧୁତପାପେଶ୍ବରର ପ୍ରତିଷ୍ଠା ଦିବସ

"ମୁମ୍ବାଇ: ଆୟୁର୍ବେଦ ଔଷଧ ନିର୍ମାତା ଶ୍ରୀ ଧୁତପାପେଶ୍ବର ଲିମିଟେଡ୍‌ର ୧୫୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି।

କମ୍ପାନିର ପାଞ୍ଚଟି ଡିଭିଜନ ରହିଛି ଓ ଏହାର ଉତ୍ପାଦକୁ ୧୦୦୦ରୁ ଅଧିକ ପ୍ରତିନିଧି ଲୋକମାନଙ୍କ ପାଖରେ ପହଞ୍ଚାଉଛନ୍ତି।

କମ୍ପାନି ପକ୍ଷରୁ ବର୍ତ୍ତମାନ ସୁଦ୍ଧା ୫୦ ବୈଜ୍ଞାନିକ ଗବେଷଣା ସନ୍ଦର୍ଭକୁ ପ୍ରତିଷ୍ଠିତ ଜାତୀୟ ଓ ଅନ୍ତର୍ଜାତୀୟ ଜର୍ଣ୍ଣାଲରେ ପ୍ରକାଶ କରାଯାଇଛି।Advertisment କମ୍ପାନିର ଉତ୍ପାଦଗୁଡ଼ିକ ଏଂହାର ୱେବସାଇଟ୍‌, ପ୍ରମୁଖ ଇ-କମର୍ସ ପୋର୍ଟାଲ୍‌ରେ ଉପଲବ୍ଧ ରହିଛି।

୧୫୪ତମ ପ୍ରତିଷ୍ଠା ଦିବସର କମ୍ପାନି ପକ୍ଷରୁ ଆୟୁର୍ବେଦ ବିଶାରଦ, ବ୍ୟବସାୟ ସହଯୋଗୀ ଓ ଗ୍ରାହକମାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରାଯାଇଛି।

କମ୍ପାନି ଉଚ୍ଚ ମାନର ଆୟୁର୍ବେଦିକ ଔଷଧ ଉତ୍ପାଦନ ପ୍ରତି ପ୍ରତିବଦ୍ଧ ରହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।