Accident: ବଙ୍ଗୋମୁଣ୍ଡା-ସିନ୍ଧେକେଲା ରାସ୍ତାରେ ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଜଣେ ଗୁରୁତର

Sep 19, 2026 - 11:24
Accident: ବଙ୍ଗୋମୁଣ୍ଡା-ସିନ୍ଧେକେଲା ରାସ୍ତାରେ ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଜଣେ ଗୁରୁତର

"କଣ୍ଟାବାଞ୍ଜି:ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍ ଅନ୍ତର୍ଗତ ବଙ୍ଗୋମୁଣ୍ଡାରୁ ସିନ୍ଧେକେଲା ଯିବା ମୁଖ୍ୟ ରାସ୍ତାରେ ଗତକାଲି ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।

ବାଇକ୍ ଓ ପିକ୍-ଅପ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି।

ମୃତକ ହେଲେ ବାହାବଳ ଗାଁର କେଦାର ବାଗ (୨୫) ଓ ଗୁରୁତର ହେଲେ ତାଙ୍କ ଭିଣୋଇ ଦୁରେଶ୍ୱର ନାଗ (୩୦) ଉଭୟଙ୍କୁ କଣ୍ଟାବାଞ୍ଜି ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା।

Advertisment ତଦନ୍ତ ଜାରି ରଖିଛି ସେଠାରେ ଡାକ୍ତର କେଦାରଙ୍କୁ ମୃତ ଘୋଷଣା କରିଥିଲେ ଓ ଦୁରେଶ୍ୱରଙ୍କୁ ବଲାଙ୍ଗୀର ହସ୍ପିଟାଲ ପଠାଇଥିଲେ।

ହସ୍ପିଟାଲରେ ପହଞ୍ଚି ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ତଦନ୍ତ ଜାରି ରଖିଛି।

Fire: କଣ୍ଟାବାଞ୍ଜି ନୂଆପଡ଼ାରେ ଘରେ ଅଗ୍ନିକାଣ୍ଡ: ସଟ୍‌ସର୍କିଟ୍‌ରୁ ଏସି ଜଳିଲା, ଫ୍ରିଜ୍‌ ଓ ଘରୋଇ ସାମଗ୍ରୀ ନଷ୍ଟ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)