7-Year-Old Girl Missing From Bhubaneswar School Found Dead, Family Alleges Negligence
#ନିଖୋଜ_ଛାତ୍ରୀଙ୍କ_ମିଳିଲା_ମୃତଦେହ
ନିଖୋଜ ଛାତ୍ରୀଙ୍କ ମିଳିଲା ମୃତଦେହ । ଭୁବନେଶ୍ବର ଏକ ସରକାରୀ ସ୍କୁଲରୁ ନିଖୋଜ ଥିବା ୭ ବର୍ଷର ଦ୍ବିତୀୟ ଶ୍ରେଣୀ ଛାତ୍ରୀଙ୍କ କଳିଙ୍ଗ ଷ୍ଟାଡିୟମ୍ ରିଜର୍ଭ ପୋଲିସ ପଡ଼ିଆର ପଛ ପଟ ପାଣି କୁଣ୍ଡରୁ ମୃତଦେହକୁ ଉଦ୍ଧାର କରିଛି ପୋଲିସ। ବିଦ୍ୟାଳୟରୁ ସକାଳୁ ଯିବା ପରେ ଆଉ ଫେରିନଥିଲେ। ଝିଅକୁ ନ ପାଇ ପରିବାରଲୋକେ ସ୍କୁଲ ଓ ଆଖପାଖ ଅଞ୍ଚଳରେ ଦୀର୍ଘ ସମୟ ଧରି ଖୋଜାଖୋଜି କରିଥିଲେ। କିନ୍ତୁ କୌଣସି ସନ୍ଧାନ ମିଳିନଥିଲା। ଘଟଣାକୁ ନେଇ ପରିବାରଲୋକେ ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଅଭିଯୋଗ ଆଣି ଖାରବେଳ ନଗର ଥାନାରେ ଲିଖିତ ଏତଲା ଦେଇଛନ୍ତି । ସ୍କୁଲ ପରିସରରୁ କିପରି ଜଣେ ୭ ବର୍ଷର ଛାତ୍ରୀ ନିଖୋଜ ହେଲେ ? ସୁରକ୍ଷା ବ୍ୟବସ୍ଥାରେ କେଉଁଠି ତ୍ରୁଟି ରହିଲା ? ଏଭଳି ଅନେକ ପ୍ରଶ୍ନ ଏବେ ଉଠାଇଛନ୍ତି ପରିବାର ଲୋକେ । ସେପଟେ ଘଟଣାକୁ ନେଇ ସ୍କୁଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।
#Bhubaneswar#OdishaNews#SchoolSafety#MissingGirl#StudentDeath#KalingaStadium#KharavelaNagar#OdishaTV#OTV
A 7-year-old Class II student who went missing from a government school in Bhubaneswar was found dead in a water-filled pit behind the Reserve Police ground near Kalinga Stadium. The girl had gone to school in the morning but did not return home, following which her family searched the school and nearby areas for hours. Police later recovered her body from the water-filled pit. The family has alleged negligence by the school authorities and lodged a written complaint at Kharavela Nagar Police Station. The incident has raised serious questions over how a seven-year-old student went missing from the school premises and whether there were lapses in the safety arrangements. The school authorities' response was not available.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।