3 Girls Critical: ଯାଜପୁରରେ ଭସାଣ ବେଳେ ଅଘଟଣ: ଡିଜେ ସାଉଣ୍ଡ ବକ୍ସ ପଡ଼ି ୭ ଗୁରୁତର, ୩ ଝିଅଙ୍କ ଅବସ୍ଥା ସଙ୍କଟାପନ୍ନ

Sep 29, 2026 - 10:02
3 Girls Critical: ଯାଜପୁରରେ ଭସାଣ ବେଳେ ଅଘଟଣ: ଡିଜେ ସାଉଣ୍ଡ ବକ୍ସ ପଡ଼ି ୭ ଗୁରୁତର, ୩ ଝିଅଙ୍କ ଅବସ୍ଥା ସଙ୍କଟାପନ୍ନ

"ଯାଜପୁର ଟାଉନ: ଡିଜେ ସାଉଣ୍ଡ ବକ୍ସ ପଡ଼ି ୭ ଗୁରୁତର।

ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ବ୍ଲକ ଛତିଶଦେବିଲ ପଂଚାୟତ ମହମ୍ମଦ ଜମାପୁର ଗାଁରେ।

ଗୁରୁତର ଅବସ୍ଥାରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Advertisment ସୂଚନା ମୁତାବକ ଗତକାଲି ସନ୍ଧ୍ୟାରେ ମହମ୍ମଦ ଜମାପୁର ଗାଁର ସାହୁ ସାହିରେ ଭାଲୁକୁଣୀ ଭସାଣ ଚାଲିଥିଲା।

ଏହି ସମୟରେ ଗଛ ଡାଳରେ ସାଉଣ୍ଡବକ୍ସର ବେଲ୍ଟ ବାଜି ଛିଡି ଯାଇଥିଲା।।

ଫଳରେ ସାଉଣ୍ଡ ବକ୍ସଗୁଡିକକୁ ଝିଅମାନଙ୍କ ଉପରେ ପଡିଯାଇଥିଲା।

ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ମାର୍କଣ୍ଡପୁର ମେଡିକାଲ  ଓ  ପରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଭର୍ତ୍ତି କରିଥିଲେ।

ସେଠାରେ ସମସ୍ତେ ଚିକିତ୍ସାଧୀନ ଥିବାବେଳେ ୩ଜଣ ଝିଅଙ୍କ ଅବସ୍ଥା ଗୁରୁତର ରହିଛି।

Vigilance Raid: ଆୟ ବହିର୍ଭୂତ ସମ୍ପତ୍ତି ଅଭିଯୋଗ: କାରଖାନା ଓ ବଏଲର ସହକାରୀ ନିର୍ଦ୍ଦେଶକଙ୍କ ୭ ଠିକଣାରେ ଭିଜିଲାନ୍ସ ଚଢ଼ଉ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)