2 teachers for 200 children: ପିଲାଙ୍କୁ ପଢ଼ାଉଛନ୍ତି ହଷ୍ଟେଲ୍‌ ମାଟ୍ରନ୍‌: ୨୦୦ ପିଲାଙ୍କୁ ୨ ଶିକ୍ଷକ, ୪ କୋଠରିରେ ୮ ଶ୍ରେଣୀ

Jul 10, 2026 - 06:17
2 teachers for 200 children: ପିଲାଙ୍କୁ ପଢ଼ାଉଛନ୍ତି ହଷ୍ଟେଲ୍‌ ମାଟ୍ରନ୍‌: ୨୦୦ ପିଲାଙ୍କୁ ୨ ଶିକ୍ଷକ, ୪ କୋଠରିରେ ୮ ଶ୍ରେଣୀ

"ଲକ୍ଷ୍ମୀପୁର/କାକିରିଗୁମା: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍‌ ଚାରଡ଼ା ଉନ୍ନୀତ ଆଶ୍ରମ ବିଦ୍ୟାଳୟରେ ୨୦୦ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ଶିକ୍ଷାଦାନ ପାଇଁ ନିୟୋଜିତ ଅଛନ୍ତି ମାତ୍ର ୨ ଶିକ୍ଷକ।

୧୩୦ ଛାତ୍ରଛାତ୍ରୀ ହଷ୍ଟେଲରେ ରହି ପଢ଼ୁଛନ୍ତି ଓ ୭୦ ଜଣ ଡେ" ସ୍କଲାର୍‌।

ସରକାର ୩୫ ଛାତ୍ରଛାତ୍ରୀଙ୍କ ସକାଶେ ଜଣେ ଶିକ୍ଷକ ନିୟମ କରିଛନ୍ତି।

Advertisment Education: ତାମିଲନାଡ଼ୁ ସ୍କୁଲ୍‌ରେ ରାଜନୈତିକ କାର୍ଯ୍ୟକ୍ରମ ନିଷିଦ୍ଧ କଲେ ବିଜୟ ସେ ଅନୁସାରେ ସ୍କୁଲରେ ୭ରୁ ୮ ଶିକ୍ଷକ ରହିବା କଥା।

ସେହିଭଳି ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଥିବା ଏହି ସ୍କୁଲରେ ରହିଛି ୪ଟି ଶ୍ରେଣୀଗୃହ।

ଏଠାେର ୮ଟି ଶ୍ରେଣୀର ପାଠପଢ଼ା ହେଉଥିବାରୁ ଶିକ୍ଷକ କାହାକୁ କ"ଣ ପଢ଼ାଉଛନ୍ତି ଓ ପିଲା କ"ଣ ପଢ଼ୁଛନ୍ତି ତାହା ଅଭିଭାବକ ଜାଣିପାରୁନଥିବା ଅଭିଯୋଗ କରିଛନ୍ତି।

ଶିକ୍ଷକ ଅଭାବ ଲାଗି ରହିଥିବାରୁ ହଷ୍ଟେଲ୍‌ ମାଟ୍ରନ୍‌ (ତତ୍ତ୍ବାବଧାରିକା) ଦାୟିତ୍ୱରେ ଥିବା ଉଷାରାଣୀ ମାଉଡି ପିଲାଙ୍କୁ ପାଠ ପଢ଼ାଇବାରେ ସହଯୋଗ କରୁଛନ୍ତି।

Education: କାର୍ଯ୍ୟାନୁଷ୍ଠାନ ନେଲା ପ୍ରଶାସନ; ଅସୁରକ୍ଷିତ ପରିବେଶରେ ପରିଚାଳିତ ଘରୋଇ ହଷ୍ଟେଲ ସିଲ୍"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।